Odisha Link
Bridging the Missing Links in Odisha
Browsing Category

ସମାଜ

ଜ୍ଞାନର ଦେଉଳ ଗଢ଼ିଥିବା ଜଣେ ଅପାଠୁଆ…

ସୃଷ୍ଟିର ବହୁ ବିଚିତ୍ର, ଦଇବବନ୍ତ ବହୁ ପ୍ରେରଣାର ଅଭିବ୍ୟକ୍ତି ଭିତରୁ ଏ ନିର୍ଜନ ପଲ୍ଲୀର ଦାଶରଥି ପଟ୍ଟନାୟକଙ୍କ ଅନୁଷ୍ଠାନ ଅନ୍ୟତମ। ଏହାକୁ ଦର୍ଶନ କଲେ, ଏକ ବିଶେଷ ଆବିଷ୍କାରର ଆନନ୍ଦ ମିଳେ। ମନେହୁଏ, ଉତ୍ସାହ ଓ ପ୍ରେରଣା ଥିଲେ ବାସ୍ତବିକ ବହୁ ଅସମ୍ଭବ ପ୍ରାୟ ସ୍ଵପ୍ନ ବାସ୍ତବ ହୋଇଯାଏ। ଓଡ଼ିଶା ସାରା…

ନୟାଗଡ଼: ମହାନଦୀ ଗର୍ଭରୁ ମିଳିଲା ୫୦୦…

ଭୁବନେଶ୍ବର: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି (ଅଗ୍ରଭାଗ) ଆବିଷ୍କୃତ ହୋଇଛି। ଐତିହାସିକ ଅନୀଲ ଧରଙ୍କ ନେତୃତ୍ବରେ ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍‌ଟାକ୍) ପକ୍ଷରୁ 'ମହାନଦୀ ଅବବାହିକା ଏତିହ୍ୟ ସ୍ଥଳ ପ୍ରଲେଖନ ପ୍ରକଳ୍ପ' (Mahanadi Valley Heritage Sites…

ଓଡ଼ିଶା ଲକ୍‌ଡାଉନ୍: କ’ଣ କରିବେ,…

ଭୁବନେଶ୍ବର: କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ୭ ଦିନରୁ ଅଧିକ ସମୟ ଧରି (୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ) ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ଯେଉଁମାନେ ଲକ୍‌ଡାଉନ୍‌ ଅମାନ୍ୟ କରିବେ…

ପଖାଳ ବାବଦରେ ଏଇ ୧୦ଟି ତଥ୍ୟ ହୁଏତ ଆପଣ…

ଭୁବନେଶ୍ବର: ଆଜି ମାର୍ଚ୍ଚ ୨୦ ତାରିଖ। ସାରା ବିଶ୍ବରେ ଓଡ଼ିଆମାନେ ପାଳନ କରୁଛନ୍ତି ପଖାଳ ଦିବସ। ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି। ପଖାଳ ସାଙ୍ଗରେ ଭରତା, ଭଜା, ବଡ଼ିଚୁରା, ପାଣିପାଗ, ଆମ୍ବୁଲ,…

ଜାହାଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭୂତାଣୁର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଆକ୍ରାନ୍ତରେ ଅନେକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହାର କିଛି ମାତ୍ରାର ଆଶଂଙ୍କା ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଜାପାନର ୟୋକୋହାମା ବନ୍ଦରରେ ଲାଗିଥିବା ଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ୨ଜଣ କରୋନାରେ ଆକ୍ରାନ୍ତ…

ସାବଧାନ! ଶୁଖୁଆ ଖାଇଲେ କ୍ୟାନ୍ସର

ଭୁବନେଶ୍ବର: ଓଡ଼ିଶାରେ, ବିଶେଷ କରି ଉପକୂଳ ଓଡ଼ିଶାରେ ବେଶ୍‌ ପ୍ରସିଦ୍ଧ ଶୁଖୁଆ (ଶୁଖିଲା ମାଛ) ଯୋଗୁଁ ହେଉଛି କ୍ୟାନ୍ସର ରୋଗ। ଉପକୂଳ ଓଡ଼ିଶାରୁ ସର୍ବାଧିକ ପେଟ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଶୁଖୁଆ ଖାଇବା ଯୋଗୁଁ ପେଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ…

୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହ…

ନୂଆଦିଲ୍ଲୀ : ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାର ଅନୁମତିକୁ ପରିବର୍ତ୍ତନ କରା ଯାଇଛି । ଜଣେ ମହିଳା ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହରେ ମଧ୍ୟରେ ଗର୍ଭପାତ କରିପାରିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବ ଉପରେ…

ଆଜି ଜାତୀୟ କନ୍ୟାରତ୍ନ ଦିବସ

ଭୁବନେଶ୍ୱର : ଆଜି ଜାତୀୟ କନ୍ୟାରତ୍ନ ଦିବସ। ସମାଜରେ ଝିଅମାନଙ୍କୁ ପୁଅଙ୍କ ଭଳି ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ ପାଳନ କରାଯାଉଛି କନ୍ୟାରତ୍ନ ଦିବସ। କନ୍ୟାମାନଙ୍କ ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ ସଚେତନ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ…

ବିଜୟ ଦିବସ

ଭୁବନେଶ୍ବର: ଆଜି ହେଉଛି ବିଜୟ ଦିବସ। ପ୍ରତି ବର୍ଷ ୧୬ ଡିସେମ୍ବରରେ ଭାରତ ତଥା ବାଂଲାଦେଶରେ 'ବିଜୟ ଦିବସ' ପାଳନ କରାଯାଏ। ୧୯୭୧ ଡିସେମ୍ବର ଆଜିର ଦିନରେ ଭାରତ- ପାକିସ୍ତାନ ଯୁଦ୍ଧ ଶେଷ ହୋଇଥିଲା। ଏହି ଯୁଦ୍ଧରେ ପାକିସ୍ତାନ ସେନା ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲା ଏବଂ ପୂର୍ବ-ପାକିସ୍ତାନ ବିଲୋପ ହୋଇ…

ଆଜି ବିଶ୍ୱ ମାନବ ଅଧିକାର ଦିବସ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ମାନବ ଅଧିକାର ଦିବସ। ସଂଯୁକ୍ତ ରାଷ୍ଟ୍ରର ମହାସଭାରେ ୧୦ ଡିସେମ୍ବର ୧୯୪୮ ମସିହାରେ ମାନବ ଅଧିକାରର ସାର୍ବଭୌମିକତାକୁ ଆଗତ କରାଯାଇଥିଲା। ଡିସେମ୍ବର ୧୯୫୦ ମସିହାରେ ସଂଯୁକ୍ତ ରାଷ୍ଟ୍ର ନିଜର ସବୁ ରାଜ୍ୟ ଓ ଅନ୍ୟ ସଂଗଠନକୁ ଔପଚାରିକ ଭାବରେ ମାନବ ଅଧିକାର ଦିବସକୁ ସ୍ଥାପନା…