Odisha Link
Bridging the Missing Links in Odisha

ଦୁର୍ବୁତ୍ତଙ୍କ ଛୁରାମାଡ଼: ପୋଲସରା ଜିଆର୍‌ଏସ୍‌ଙ୍କ ମୃତ୍ୟୁ

ଓଏଲ୍‌ ବ୍ୟୁରୋ: ଚାରିଆଡେ଼ ମାତିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା। କେତେବେଳେ ଆକ୍ରମଣ କରି କାହା ଜୀବନ ନେଲେଣି ତ ପୁଣି କେତେବେଳେ କେଉଁଠି ଲୁଟପାଟ କଲେଣି। ତେବେ ଆଜି ଘଟିଥିବା ଆଉ ଦୁଖଦଃ ଖବର ସାମ୍ନାକୁ ଆସିଛି। ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତ ଜିଆର୍‌ଏସ୍‌ ଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ବୁଗୁଡ଼ା ଥାନା କଳମ୍ବ-ଅନ୍ତରପଡ଼ା ରାସ୍ତାରେ ଆକ୍ରମଣ କରାଯାଇଥିଲା। ବାଇକରେ ଯିବାବେଳେ ଛୁରାମାଡ଼, ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ଜଣେ ପୂର୍ବତନ ସରପଞ୍ଚଙ୍କ ପୁଅ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.