Odisha Link
Bridging the Missing Links in Odisha

ବିହାର ରାଜନୀତିରେ ହଟଚମଟ; ଇସ୍ତଫା ଦେଲେ ନୀତିଶ କୁମାର

ଓଏଲ୍ ବ୍ୟୁରୋ: ବିହାରରେ ରାଜନୀତି ସରଗରମ। ପାଟନାରୁ ଦିଲ୍ଲୀ ଯାଏଁ ରାଜନୈତିକ ହଟଚମଟ ବଢିଯାଇଛି। ନୀତିଶ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଜେପି ମେଂଟରେ ସାମିଲ ହେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.