Odisha Link
Bridging the Missing Links in Odisha
Browsing Category

କ୍ରୀଡ଼ା

କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ କଳି

ଓଏଲ୍‌ ବ୍ୟୁରୋ: ଫୁଟବଲ୍‌ ମ୍ୟାଚ୍‌ ଚାଲିଥିଲା। କିଛି ସମୟର ଖେଳ ପରେ ସବୁକିଛି ଓଲଟପାଲଟ ହୋଇଗଲା। ମ୍ୟାଚ୍‌ ଚାଲିଥିବା ବେଳେ ଦେଖିବାକୁ ମିଳିଲା ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ଏଭଳିକି ମୁଥ ମରାମରି ହେଉଥିବାର ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କଳିଙ୍ଗ…

ଶିଖର ଧାଓ୍ବନଙ୍କ ୧୫୦*

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ। ଏଥିସହିତ ଶିଖର ଧାଓ୍ବନ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ଇଂଲଣ୍ଡକୁ ଝଟକା ଦେଲେ ଭାରତୀୟ ବୋଲର

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବାଟିଂ କରୁଛି ଇଂଲଣ୍ଡ ଦଳ। ହେଲେ ରୋହିତଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ…

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ଦଖଲ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଦିନିକିଆ ସିରିଜ ଉପରେ। ଇଂଲଣ୍ଡ ଦଳକୁ ଇଂଲଣ୍ଡ ମାଟିରେ ହରାଇ ୨-୧ରେ ଟି-୨୦ ସିରିଜ ଜିତିଥିଲା ଭାରତୀୟ ଦଳ। ଏବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ…

ଡିକେଙ୍କ ପ୍ରଦର୍ଶନ ପନ୍ତଙ୍କ କ୍ୟାରିୟର…

ଓଏଲ୍‌ ବ୍ୟୁରୋ: ଚାଲିଛି ଫଟାଫଟ୍‌ କ୍ରିକେଟ ଲିଗ୍‌ ଆଇପିଏଲ୍‌ ମହାକୁମ୍ଭ। ଏପର୍ଯ୍ୟନ୍ତ ଖେଳା ସରିଲାଣି ୫୭ଟି ମ୍ୟାଚ୍। କିଛି ଖେଳାଳିଙ୍କ ପ୍ରଦର୍ଶନ ସୁପରହିଟ୍‌ ହୋଇଥିବା ବେଳେ ଆଉ କିଛି ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ୩୬ ବର୍ଷିୟ ଦିନେଶ କାର୍ତ୍ତିକଙ୍କ…

ଚର୍ଚ୍ଚାରେ ପଡ଼ିଲା ବିରାମ, ୨୦୨୨ IPLରେ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। କ୍ରିକେଟକୁ ଅଲବିଦା କହିଥିବା ମିଷ୍ଟର ଆଇପିଏଲ ଫଟାଫଟ୍‌ କ୍ରିକେଟ ଲିଗରେ କରିବାକୁ ଯାଉଛନ୍ତି ଦମଦାର ଏଣ୍ଟ୍ରି। ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ଚଳିତ ଥର ଆଇପିଏଲରେ ଦେଖିପାରିବେ କ୍ରିକେଟ ପ୍ରେମୀ। ଏଥର ଟିକେ ନିଆରା ଅନ୍ଦାଜରେ…

ସିଏସ୍‌କେ ଶିବିରିରେ ଓଡ଼ିଆ ପୁଅ, ଦଳ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୬ରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍। ଟାଇଟଲ ହାତେଇଇବା ପାଇଁ ସମସ୍ତ ଦଳ ଆପଣାଇଛନ୍ତି ରଣକୌଶଳ। ଚଳିତ ଆଇପିଏଲରେ ଦେଖିବାକୁ ମିଳିପାରେ ଓଡ଼ିଆ ପୁଅଙ୍କ ଝଲକ। ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଦିନ ଚେନ୍ନାଇ…

ଶହେତମ ଟେଷ୍ଟରେ କ୍ଲିନ୍‌ ବୋଲ୍ଡ ବିରାଟ,…

ଓଏଲ୍‌ ବ୍ୟୁରୋ: ନୂଆ ମାଇଲ ଖୁଣ୍ଟ ଛୁଇଁଲେ ରନ୍‌ ମେସିନ୍‌ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ନିଜର ୧୦୦ ତମ ଟେଷ୍ଟ ଖେଳିଛନ୍ତି ବିରାଟ କୋହଲି। ହେଲେ ଦର୍ଶକଙ୍କୁ ନିରାଶ ହେବାକୂ ପଡ଼ିଛି। କାରଣ ନିଜର ଶହେତମ ଟେଷ୍ଟରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ବିରାଟ। ନିଜର ଶହେତମ ଟେଷ୍ଟ୍ ଖେଳୁଥିବା…

ରୋହିତ ଶର୍ମା କଲେନି କଲ୍‌, ସୋସିଆଲ…

ଓଏଲ୍‌ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ପରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦମଦାର ଆରମ୍ଭ କରିଛି ହିଟ୍‌ ମ୍ୟାନ୍‌ଙ୍କ ସୁପର ଟିମ୍। ଶ୍ରୀଲଙ୍କର ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଯାହାକୁ ନେଇ ରୋହିତ…

ବାଜିଲା ବିଗୁଲ, ଏହି ତାରିଖରୁ ଆରମ୍ଭ ହେବ…

ଓଏଲ୍‌ ବ୍ୟୁରୋ: ବାଜିଲା ଆଇପିଏଲ ବିଗୁଲ। ଘୋଷଣା ହେଲା ତାରିଖ। ଆଇପିଏଲର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଏନେଇ ଗୁରୁବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ମୁୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ ହେବ। ଚଳିତ…