Odisha Link
Bridging the Missing Links in Odisha
Browsing Category

କ୍ରୀଡ଼ା

ଜାତୀୟ ସଡକ ସୁରକ୍ଷା ସପ୍ତାହ:…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହି ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ପୁଲିସ ତରଫରୁ ମହିଳା ବାଇକ୍ ରାଲି ଆରମ୍ଭ ହୋଇଛି। ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ କମିଶନରେଟ୍ ପୁଲିସ ତରଫରୁ ଆରମ୍ଭ ହୋଇଛି ମହିଳା…

ଫ୍ୟାନ୍ସଙ୍କୁ ଚମକାଇ ଦେଲେ ଓ୍ବାର୍ଣ୍ଣର,…

ଓଏଲ୍‌ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ବଡ଼ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆନ୍‌ କ୍ରିକେଟର ଡେଭିଡ ଓ୍ବାର୍ଣ୍ଣର। ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଓ୍ବାର୍ଣ୍ଣର। ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ଓ୍ବାର୍ଣ୍ଣର ସିଡ୍‌ନୀରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ଖେଳିବା ପୂର୍ବରୁ…

ମାଲକାନଗିରି ପୁଅ ଟିମ୍‌ ଇଣ୍ଡିଆ…

ଓଏଲ୍‌ ବ୍ୟୁରୋ: ଏବେ ସବୁଠି ଚର୍ଚ୍ଚାରେ ଓଡ଼ିଶା ମାଟିର ପୁଅ ସତବୀର ସିଂ ରିୟର। ପେଶାରେ ଜଣେ ସେ ଫାର୍ମାସି ଅଫିସର। ହେଲେ ଏବେ ସେ ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହୋଇଛନ୍ତି ମାଲକାନଗିରିର ସତବୀର ସିଂ ରିୟର। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ପଦ…

ଆଇପିଏଲ୍ ୨୦୨୪: ଦାମୀ ତାଲିକାରେ ସାମିଲ…

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି ମିଚେଲ। ୨୪ କୋଟି ୭୫ ଲକ୍ଷରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ। ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ଷ୍ଟାର୍କଙ୍କୁ କିଣିଲା କୋଲକାତା। ଏହା ସହ…

ଆଇପିଏଲ୍ ଇତିହାସରେ ସବୁଠୁ ମହଙ୍ଗା…

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି ମିଚେଲ। ୨୪ କୋଟି ୭୫ ଲକ୍ଷରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ। ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ଷ୍ଟାର୍କଙ୍କୁ କିଣିଲା କୋଲକାତା। ତେବେ…

ଆଇପିଏଲ ଇତିହାସରେ ନୂଆ ରେକର୍ଡ: ପ୍ୟାଟ୍…

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି କମିନ୍ସ। ୨୦ କୋଟି ୫୦ କୋଟିରେ ବିକ୍ରି ହେଲେ କମିନ୍ସ। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ହାଇଦ୍ରାବାଦ। ତେବେ…

ଆଇପିଏଲ୍ ୨୦୨୪: ଆରମ୍ଭ ହେଲା ନିଲାମୀ…

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ୍ ୨୦୨୪ ପାଇଁ ମିନି ନିଲାମକୁ ଅପେକ୍ଷା କରିଛନ୍ତି। ୩୩୩ ଜଣ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଞ୍ଚାଇଜ ଖେଳାଳି କିଣିବେ। ଏଥିପାଇଁ…

ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ରେ ୫ଥରର ଟାଇଟଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଲେ ଭାରତୀୟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇକୁ ୫ଥର ବିଜୟ ମୁକୁଟ ପିନ୍ଧାଇଥିବା ରୋହିତ ଶର୍ମାଙ୍କ ସ୍ଥାନ ନେଲେ ହାର୍ଦ୍ଦିକ।ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ…

ଅବସର ନେଲା ଧୋନିଙ୍କ ଜର୍ସି ନମ୍ବର ୭;…

ଓଏଲ୍‌ ବ୍ୟୁରୋ: ଦୁଇ ଦୁଇଥର ବିଶ୍ବକପ୍‌ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୭ ନମ୍ବର ଜର୍ସିକୁ ଅବସର। ଏଣିକି ଆଉ କୌଣସି ଭାରତୀୟ କ୍ରିକେଟ ଖେଳାଳିଙ୍କ ପାଇଁ ୭ ନମ୍ବର ଜର୍ସି ଉପଲବ୍ଧ ହେବ ନାହିଁ। କାରଣ ଧୋନିଙ୍କ ଜର୍ସି ନମ୍ବରକୁ ଅବସର ଦେବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ ବୋର୍ଡ। ତିନୋଟି ଫର୍ମାଟ ପାଇଁ ୩ଜଣ ଅଧିନାୟକଙ୍କୁ ଦାୟିତ୍ବ ଦେଇଛି ବିିସିସିଆଇ। ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ, ଦିନିକିଆରେ କେଏଲ ରାହୁଲ ଓ ଟେଷ୍ଟରେ ରୋହିତ ଶର୍ମା ଦଳର ମଙ୍ଗ ଧରିବେ। ସବୁଠୁ…