ନାଚୁଥିଲେ ବରଯାତ୍ରୀ, ମାଡ଼ିଗଲା ଟ୍ରକ୍;…
ଓଏଲ୍ ବ୍ୟୁରୋ: ଦୁଇ ଦିନ ତଳେ ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ନାଚି ନାଚି ଆସୁଥିବା ବେଳେ ଚଢ଼ିଗଲା ଟ୍ରକ୍। ଯାହାରିଫଳରେ…