Odisha Link
Bridging the Missing Links in Odisha

ଅଟୋ ସହ ବୋଲେରୋ ଧକ୍କା ; ୩ ମୃତ ଏବଂ ୫ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା କେନ୍ଦୁଝର ପଣ୍ଡାପୁର ଥାନା ବସନ୍ତପୁର ନିକଟରେ ଘଟିଛି

ଓଏଲ୍ ବ୍ୟୁରୋ : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଅଟୋ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣା ପଡିଛି। ଅଟୋ ସହ ବୋଲେରୋ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା କେନ୍ଦୁଝର ପଣ୍ଡାପୁର ଥାନା ବସନ୍ତପୁର ନିକଟରେ ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ତଦନ୍ତ ଜାରି କରିଥିବା ଜଣା ପଡିଛି।

Leave A Reply

Your email address will not be published.