Odisha Link
Bridging the Missing Links in Odisha
Monthly Archives

January 2023

ନବ ଦାସ ହତ୍ୟାକାଣ୍ଡର ଚାଲିଛି ତଦନ୍ତ ;…

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଜାରି କରିଛି କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଦିଲ୍ଲୀରୁ ଆସିଛନ୍ତି ଟିମ୍। ଲେଜର ସ୍କାନରରେ ନବ ହତ୍ୟାକାଣ୍ଡର ଛାନଭିନ୍ କରାଯାଉଥିବା ଜଣା ପଡିଛି। ଝାରସୁଗୁଡ଼ା ଗାନ୍ଧି ଛକ ଗୁଳିକାଣ୍ଡ ସ୍ଥଳରେ କ୍ରାଇମବ୍ରାଞ୍ଚ୍ ଟିମ୍ ସହ ସାଇଣ୍ଟିଫିକ୍…

ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟକା। ଆଜୀବନ ଜେଲ୍ ଦଣ୍ଡାଦେଶ ଘୋଷଣା କଲେ ଗାନ୍ଧିନଗର ସେସନ୍ସ କୋର୍ଟ। ଆଶାରାମ ବାପୁଙ୍କ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦଣ୍ଡାଦେଶ କଲେ କୋର୍ଟ। ପ୍ରାୟ ୧୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ତାଙ୍କୁ ଦୋଷୀ…

ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଏବଂ…

ଓଏଲ୍ ବ୍ୟୁରୋ : ଆଜି ପ୍ରାୟ ଦିନ ୧୨ଟା ପାଖାପାଖି ଏକ ଅଭବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଏକ ଅଜଣା ଗାଡି ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଦମ୍ପତି। ଅଜଣା ଗାଡି ଧକ୍କା ଦେବା ଦ୍ୱାରା ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି। ସ୍ୱାମୀଙ୍କୁ…

ଆମ୍ବୁଲାନ୍ସ ନଆସିବାରୁ ବୁହାହେଲେ…

ଓଏଲ୍ ବ୍ୟୁରୋ : ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଆଉ ବୁହାହେଲେ ପ୍ରସୂତି। ଏଭଳି ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ପାପଲୁର ପଞ୍ଚାୟତ ନାଏଡାଗୁଡା ଗ୍ରାମରେ। ସୂଚନା ଅନୁସାରେ, ମହିଳା ଜଣଙ୍କୁ କଷ୍ଟ ଅନୁଭବ ହେବାରୁ ସଙ୍ଗେ ସଙ୍ଗେ ପରିବାର ଲୋକ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ଆମ୍ବୁଲାନ୍ସ…

ବିଶାଖାପାଟଣା ହେଲା ଆନ୍ଧ୍ରପ୍ରଦେଶର…

ଓଏଲ୍ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ମିଳିଲା ଏକ ନୂଆ ପରିଚୟ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ ବିଶାଖାପାଟଣାକୁ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀର ନାମ ଘୋଷଣା କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶାଖାପାଟଣା ସହରକୁ…

ଘରୋଇ ଶିକ୍ଷାନୁଷ୍ଠାନରୁ ଛାତ୍ରଙ୍କ…

ଓଏଲ୍ ବ୍ୟୁରୋ : ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଶିକ୍ଷାନୁଷ୍ଠାନ ଛାତ୍ରାବାସରୁ ଉଦ୍ଧାର ହୋଇଥିବା ଜଣା ପଡିଛି। ପୁଲିସ ମୃତ ଛାତ୍ରର ମରଶରୀର ଉଦ୍ଧାର କରିଛି। ଖବର ଅନୁସାରେ, ଘରୋଇ ଶିକ୍ଷାନୁଷ୍ଠାନରୁ ଝୁଲନ୍ତା…

ନବ ଦାସ ହତ୍ୟା ମାମଲାର ଉଚ୍ଚସ୍ତରୀୟ…

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଜଣେ ପୁଲିସ କର୍ମଚାରୀ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବାରୁ ପୁଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ହତ୍ୟା କରିଥିବା ପୁଲିସ କର୍ମଚାରୀଙ୍କୁ ଗିରଫ କରାଯିବା ସହ ଜେରା କରାଯାଉଛି।…

ଓପିଏସ୍‌ସି ପରିଚାଳିତ ପରୀକ୍ଷା ଖାତା…

ଓଏଲ୍ ବ୍ୟୁରୋ : କଲେଜ ଅଧ୍ୟାପକ ମାନେ ଦେଖିବେ ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷା ଖାତା। ଅଧ୍ୟାପକମାନେ ପରୀକ୍ଷା ଖାତା ଦେଖିବା ପାଇଁ ଏକ ସୂଚନା ପ୍ରକାଶିତ ହୋଇଥିବା ଜଣା ପଡିଛି। ତେବେ ଏନେଇ ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସରକାରୀ ଡିଗ୍ରୀ କଲେଜ ଗୁଡିକର ରେଜିଷ୍ଟ୍ରାର ଏବଂ…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଲକାନଗିରିର…

ଓଏଲ୍ ବ୍ୟୁରୋ : ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିବା ଜଣା ପଡିଥିଲା। ପ୍ରଶ୍ନପତ୍ରର ଉତ୍ତର ଲେଖି ପଠାଇଥିବା ଅଭିଯୋଗରେ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଗିରଫ କରିଛି।…

ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ଜିଏମ୍

ଓଏଲ୍ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ କାର୍ଯ୍ୟରତ ବରିଷ୍ଠ ଜିଏମ୍। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ କାର୍ଯ୍ୟରତ ବରିଷ୍ଠ ଜିଏମ୍ ହେଲେ ପ୍ରମୋଦ କୁମାର ଚୌଧୁରୀ।…