Odisha Link
Bridging the Missing Links in Odisha
Monthly Archives

April 2024

ରାଜ୍ୟରେ ପ୍ରଚଣ୍ଡ ତାତି; ସକାଳୁ ୩୮…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଟପିଲା। ୩୮.୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ତାଳଚେରରେ…

ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ହୋଇଛି। ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଜବତ ସୂଚନା ରହିଛି। ଲଗେଜ୍‌ ସ୍କାନିଂ ବେଳେ ଟଙ୍କା ଥିବା ଜଣାପଡ଼ିଥିଲା। ଜଣେ ଦିଲ୍ଲୀରୁ ଓ ଆଉ ଜଣେ ଚେନ୍ନାଇରୁ ଆସିଥିଲେ। କେଉଁଥି ପାଇଁ ଏତେ ଟଙ୍କା ଆସିଥିଲା ଏନେଇ ତଦନ୍ତ ଚାଲିଛି।

ଆଜି ନାମାଙ୍କନ ଭରିବେ ବିଜେଡି ମୁଖିଆ…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ଭରିବେ। ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ। ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ…

ସପ୍ତାହକରେ ୨ୟ ଥର ପାଇଁ ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ହେଲେ ଫୋକସ୍‌ରେ ଓଡ଼ିଶା। କାରଣ ଏକାଥରେ ବିଧାନସଭା ଓ ଲୋକସଭା ଅନୁଷ୍ଠିତ ହେଉଛି। ରାଜ୍ୟ ନେତାଙ୍କଠୁ ଆରମ୍ଭ କରି କେନ୍ଦ୍ରୀୟ ନେତାଙ୍କ ସ୍କାନରରେ ଓଡ଼ିଶା। ଅନ୍ୟପଟେ ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗାଁରୁ ସହର। ଗତକାଲି ସାଲେପୁରରେ ପ୍ରଚାର କରିଥିବା…

ବଦଳିଲା ୟୁଜିସି-ନେଟ୍‌ ପରୀକ୍ଷା ତାରିଖ,…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପରୀକ୍ଷା ତାରିଖ। ଏବେ ୟୁଜିସି-ନେଟ୍‌ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। ଜୁନ୍‌ ୧୬ରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହେବ। ଏନେଇ ୟୁଜିସି ମୁଖ୍ୟ ଜଗଦୀଶ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଜଗଦୀଶ…

ବାଲିଗୁଡ଼ାରେ ବିଜେଡିର ବିଶାଳ…

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ…

ଆଇପିଏଲ୍‌ ୨୦୨୪: ଧୋନିଙ୍କ ନୂଆ ରେକର୍ଡ;…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମୋଡରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ପଏଣ୍ଟ ଟେବୁଲର ଟପ୍‌ରେ ରାଜସ୍ଥାନ ଥିବାବେଳେ ଦ୍ବିତୀୟରେ କୋଲକାତା ନାଇଟ ରାଇଡର୍ସ, ତୃତୀୟରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ୪ର୍ଥରେ ହାଇଦ୍ରାବାଦ ଟିମ୍‌ ରହିଚି। ରବିବାର ଖେଳାଯାଇଥିବା ମହାମୁକାବିଲାରେ ଚେନ୍ନାଇ…

ସମ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା…

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍‌ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ଏକ ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଏବଂ ଏହାର ନିକଟବର୍ତୀ ଅଂଚଳବାସୀଙ୍କ…

୪୦ ବର୍ଷ ତଳର ପୁରୁଣା ସ୍କୁଟର ଚଲାଇ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ହେଉଥିବା ନିର୍ବାଚନ ମାହୋଲ। ଲୋକସଭା ନିର୍ବାଚନ ୨୦୨୪ର ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର…

ପୂର୍ବ ଭାରତର ସର୍ବବୃହତ ଏଚ୍‌ଆର୍‌…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ପୂର୍ବ ଭାରତର ସର୍ବବୃହତ ଏଚ୍‌ଆର୍‌ କନ୍‌କ୍ଳେଭ ‘ସୋଆ ପ୍ରକ୍ସିମା – ୨୦୨୪’ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀର ୫ମ ସଂସ୍କରଣରେ ଦେଶର ବଛା ବଛା ପେସାଦାର ଯୋଗ ଦେଇ ବିଭିନ୍ନ ବିଷୟରେ ବୌଦ୍ଧିକ ଚର୍ଚ୍ଚା…