Odisha Link
Bridging the Missing Links in Odisha
Monthly Archives

May 2024

ଜୁନ ୧ରୁ ଲାଗୁ ହେବ ନୂଆ ନିୟମ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଜୁନ୍‌ ୧ ତାରିଖ। ଆଉ ଗାଡ଼ି ଚାଳକଙ୍କ ପାଇଁ ଆଣିଦେବ ଖୁସି ଖବର। କାରଣ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ। ଭିଡ଼ରେ ଲମ୍ବା ଲାଇନ ଲଗାଇ ଦେବାକୁ ପଡ଼ିବନି ଡ୍ରାଇଭିଂ ପରୀକ୍ଷା। ଏହି ପ୍ରକ୍ରିୟା ପୂର୍ବଠାରୁ ଅଧିକ ସରଳ ହେବ।…

ରାତି ପାହିଲେ ୪୬୦ ନେତାଙ୍କ ଭାଗ୍ୟ…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୪ ମହାଲେଢ଼େଇର ଶେଷ ପର୍ଯ୍ୟାୟ ଆରମ୍ଭ ହେବ। ଅନ୍ତିମ ଚରଣ ମତଦାନ ପାଇଁ ପ୍ରଚାର ଶେଷ ହୋଇସାରିଥିବା ବେଳେ ଶନିବାର ପଡ଼ିବ ଭୋଟ। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ଶେଷ ପର୍ଯ୍ୟାୟରେ ରାଜ୍ୟର…

ତାତିରୁ ନାହିଁ ନିସ୍ତାର, ଜଳୁଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ଲହରୀ। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ। ଆହୁରି ତିନି ଦିନ ନିସ୍ତାର ନାହିଁ।ଓଡ଼ିଶାର ଉପକୂଳରେ ପ୍ରବଳ ଗୁଳୁଗୁଳି ହେଉଥିବା ବେଳେ ପଶ୍ଚିମ ଭାଗରେ ଜଳାଉଛି ତାତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା…

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଉ ୨ ଜଣଙ୍କ…

ଓଏଲ୍‌ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଶୁକ୍ରବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟଳା ୬କୁ ବୃଦ୍ଧି ପାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଏହି ୨ ଜଣଙ୍କ…

ବ୍ରିଟେନ୍‌ରୁ ୧୦୦ ଟନ୍‌ ସୁନା ଫେରାଇ…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନେଲା ବଡ଼ ପଦକ୍ଷେପ। ବ୍ରିଟେନ୍‌ରୁ ୧୦୦ ଟନ୍‌ରୁ ଅଧିକା ସୁନା ଭାରତକୁ ଫେରାଇ ଆଣିଛି। ଏଥିସହିତ ସୁନାକୁ ଦେଶର ଭଣ୍ଡାରକୁ ସ୍ଥାନାନ୍ତର କରିଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଖାରଜ

ଓଏଲ୍‌ ବ୍ୟୁରୋ: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ଜାମିନ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨। ବୁଥ୍‌ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଛନ୍ତି ଜଗଦ୍ଦେବ। ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ଜଣ…

ରାଜ୍ୟରେ ହିଟ୍‌ୱେଭ୍‌ ୱାର୍ଣ୍ଣିଂ, କଡ଼ା…

ଓଏଲ୍‌ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। କିଛି ଜିଲ୍ଲାରେ ଚଳିତ ସପ୍ତାହରେ ତାତି ଟପିଲାଣି ୪୫ ଡିଗ୍ରୀ। ସେହିଭଳି ପଶ୍ଚିମ ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ପାଇଁ ୯ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗର ଆକଳନ…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲା ଓଡ଼ିଆ ଚଳଚ୍ଚିତ୍ର। ୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହୋଇଛି।…

ଆସନ୍ତାକାଲି ରାଜ୍ୟରେ ଶେଷ ପର୍ଯ୍ୟାୟ…

ଓଏଲ୍‌ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଶେଷ ପର୍ଯ୍ୟାୟରେ ପହଂଚିଛି ୨୦୨୪ ମହାଲଢ଼େଇ। ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର। ରାତି ପହିଲେ ପଡ଼ିବ ଭୋଟ। ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ପାର୍ଟି। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର।…

ଗ୍ରୀଷ୍ମ ପ୍ରବାହ ନେଉଛି ଜୀବନ: ଦେଶରେ…

ଓଏଲ୍‌ ବ୍ୟୁରୋ: ଗୁରୁବାର କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।ଅନ୍ୟପଟେ ଦେଶର କିଛି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାରି ଫଳରେ ଏପର୍ଯ୍ୟନ୍ତ ୨୭୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୬୨, ବିହାରରେ ୬୫ ଓ ଓଡ଼ିଶାରେ ୪୧ ଜଣଙ୍କର ଜୀବନ ଗଲାଣି।…