Odisha Link
Bridging the Missing Links in Odisha
Monthly Archives

January 2023

ଆଜିଠୁ ବଜେଟ୍ ଅଧିବେଶନ

ଓଏଲ୍ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରୀୟ ବଜେଟ୍ ଅଧିବେଶନ। ଆସନ୍ତାକାଲି ଆସିବ ସାଧାରଣ ବଜେଟ୍। ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩…

କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ…

ଓଏଲ୍ ବ୍ୟୁରୋ : କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ ଅଗ୍ନିକାଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ ୨ଟି ଦମକଳ ବାହିନୀ ପହଁଚିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।…

ପଞ୍ଚଭୂତରେ ଲୀନ ହେଲେ ନବ ଦାସ

ଓଏଲ୍ ବ୍ୟୁରୋ : ଶେଷ ଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ପଞ୍ଚଭୂତରେ ଲୀନ ହୋଇଛି ନବ ଦାସଙ୍କ ପାର୍ଥିବ ଶରୀର। ଶେଷ ଦର୍ଶନ ପୂର୍ବରୁ ନବ ଦାସଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଖେରୁଆଲ ଶ୍ମଶାନରେ ନବ ଦାସ ଅନ୍ତିମଙ୍କ ସଂସ୍କାର ସମାପନ ହୋଇଛି। ଖବର ଅନୁସାରେ, ଭୁବନେଶ୍ୱରରୁ…

ଗୁଳିକାଣ୍ଡର ଶିକାର ହୋଇଥିବା ଓଡ଼ିଶାର…

ଓଏଲ୍ ବ୍ୟୁରୋ : ରକ୍ଷକ ସାଜିଲା ଭକ୍ଷକ। ପୁଲିସ ଅଧିକାରୀଙ୍କ ଗୁଳିରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦେହାନ୍ତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଅଶାନ୍ତ ପରିସ୍ଥିତି ଆଶ୍ଚର୍ଯ୍ୟ କରିଛି। ରାଜନେତା ଗୁଳିକାଣ୍ଡର ଶିକାର ହେବା ଆଜି ନୂଆ ଘଟଣା ନୁହେଁ ପୂର୍ବରୁ ରାଜ୍ୟରେ…

ବିଏମସି କମିଶନରଙ୍କ ନାଁରେ ସଂଗୀନ ଅଭିଯୋଗ…

ଓଏଲ୍ ବ୍ୟୁରୋ : ବିଏମସି ଡେପୁଟି କମିଶନରଙ୍କ ନାଁରେ ସଂଗୀନ ଅଭିଯୋଗ ହୋଇଥିବା ଜଣା ପଡିଛି। ଏହି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଆଲବମ୍ ପ୍ରଡ୍ୟୁସର ତଥା ଅଭିନେତ୍ରୀ। ଡେପୁଟି କମିଶନର ତାଙ୍କ ଘରକୁ ଯାଇ ଦୁର୍ବ୍ୟବହାର କରିଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଆଲବମ୍ ଅଭିନେତ୍ରୀ।…

ଷ୍ଟାର ଦମ୍ପତିଙ୍କ କଳିରେ ପୂର୍ଣ୍ଣଛେଦ

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଥିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା। ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ନେଇ ଥାନା ଦ୍ୱାରସ୍ତ ହୋଇଥିଲେ। ତେବେ ଏହି ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ଥାନାରେ ପହଁଚିଥିଲେ…

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ…

ଓଏଲ୍ ବ୍ୟୁରୋ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଯାଇଛି। ଗତକାଲି ପୁଲିସ କର୍ମଚାରୀ ଗୋପାଳଙ୍କ ଗୁଳି ମାଡ଼ରେ ଟଳି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ପରେ ତାଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ମାନଙ୍କ ଅନେକ ସମୟ ଚେଷ୍ଟା ପରେ ବି ଜୀବନ ଯୁଦ୍ଧରେ ହାରିଯାଇଥିଲେ…

ଦୋକାନକୁ ମାଡ଼ିଗଲା ଗାଡି ; ୨ ମୃତ ଏବଂ ୨…

ଓଏଲ୍ ବ୍ୟୁରୋ : ଖଲ୍ଲିକୋଟରୁ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ରାସ୍ତା କଡରେ ଥିବା ଏକ ପରିବା ଦୋକାନକୁ ମାଡିଯାଇଛି ଗାଡି। ପରିବା ଦୋକାନକୁ ଗାଡି ମାଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଖଲ୍ଲିକୋଟ ରମ୍ଭା ଥାନା ଗୁରୁଡିଗଡ଼…

ଥାନାରେ ପହଞ୍ଚିଲେ ହ୍ୟୁମାନ ଓ ଶ୍ରୀୟା

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା। ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ନେଇ ଥାନା ଦ୍ୱାରସ୍ତ ହୋଇଥିଲେ। ତେବେ ଏହି ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ଥାନାରେ ପହଁଚିଲେ…

ଝାରସୁଗୁଡାରେ ନବଙ୍କ ପାର୍ଥିବ ଶରୀର

ଓଏଲ୍ ବ୍ୟୁରୋ : ଝାରସୁଗୁଡ଼ା ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନବଙ୍କ ପାର୍ଥିବ ଶରୀର ପହଁଚିଛି। ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ପହଞ୍ଚିଲା ନବଙ୍କ ପାର୍ଥିବ ଶରୀର। ମରଶରୀରକୁ ଶୋଭାଯାତ୍ରାରେ ନିଆଯିବାର କାର୍ଯ୍ୟକ୍ରମ ରହିଛି। ଝାରସୁଗୁଡାରେ ନବ ଦାସଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ…