Odisha Link
Bridging the Missing Links in Odisha
Monthly Archives

October 2023

ଆଇପିଏସ୍‌ ସ୍ତରରେ ଅଦଳବଦଳ, ସରକାରୀ…

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ସରକାରୀ ପ୍ରେସ ନିର୍ଦ୍ଦେଶକ ହେଲେ ଅରୁଣ ରାୟ। ଜେଲ ବିଭାଗ ଡିଜି ଭାବେ ଅମୃତ ମୋହନ ପ୍ରସାଦଙ୍କୁ ଦାଇତ୍ୱ ମିଳିଛି। ଲଳିତ ଦାସ ହେଲେ ଏଚ୍‌ଆର୍‌ପିସି ଏଡିଜି। ପୂର୍ବରୁ ଲଲିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।…

୨୦୨୨ରେ ବଢ଼ିଛି ଦୁର୍ଘଟଣା ଜନିତ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ୨୦୨୨ରେ ଘଟିଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାରର ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁସାରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି। ୨୦୨୧ ତୁଳନାରେ ୨୦୨୨ରେ ୧୧.୯ ପ୍ରତିଶତ ସଡ଼କ ଦୁର୍ଘଟଣା ବଢିଛି। ମିଳିଥିବା ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶରେ ୪,୬୧,୩୧୨ ସଡ଼କ ଦୁର୍ଘଟଣା ହୋଇଛି।…

ଆକ୍ସନ ମୋଡରେ ଏସଟିଏଫ୍: ଜୀବନ୍ତ…

ଓଏଲ୍‌ ବ୍ୟୁରୋ: ଏସଟିଏଫର ଚଢ଼ାଉ ସମୟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଜୀବନ୍ତ ବଜ୍ରକାପ୍ତା ସହ ଅଭିଯୁକ୍ତକୁ ଏସଟିଏଫ ଗିରଫ କରିଛି। ନୂଆପଡ଼ା ଖରିଆର ବାଙ୍କପୁର ଛକରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ରଞ୍ଜନ ସାହୁର ଘର କଳାହାଣ୍ଡି କଣ୍ଟାମାଳା ଅଞ୍ଚଳରେ ହୋଇଥିବାବେଳେ ଖରିଆର ଜଙ୍ଗଲରୁ…

ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ରଘୁବର ଦାସ,…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ଦିନ ୧୧ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ…

ଆଶ୍ଚର୍ଯ୍ୟକର ଘଟଣା: ନିଜେ ଲୁଟି ଆଣିଲେ…

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ କେଉଁ ସରକାରୀ ବାବୁ ତ କେତେବେଳେ ସାଧାରଣ ଜନତା ଏହି ଲୁଟେରା ଗ୍ୟାଙ୍ଗର ଶିକାର ହେଉଛନ୍ତି। ଏଥର କିନ୍ତୁ ଅତି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ନିଜେ ଲୁଟି ଲୁଟ୍‌ ଅଭିଯୋଗ କରିଥିବା ଖବର ସାମ୍ନାକୁ ଆସିଛି। ନିଜେ ଲୁଟି ଲୁଟ୍‌ ଅଭିଯୋଗ ଆଣିଥିବା…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ:…

ଓଏଲ୍‌ ବ୍ୟୁରୋ: ଐତିହ୍ୟ ସ୍ଥଳର ବିକାଶ ପାଇଁ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ। ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ରାଜ୍ୟ…

ବିର୍ଲା ଟାୟାର୍ସକୁ ଅଧିଗ୍ରହଣ କଲା…

ଓଏଲ୍‌ ବ୍ୟୁରୋ: ଋଣଭାରରେ ବୁଡ଼ି ରହି ଦେବାଳିଆ ସ୍ଥିତିକୁ ଆସିଥିବା ବାଲେଶ୍ବର ଜିଲ୍ଲାର ସବୁଠୁ ବଡ଼ ଶିଳ୍ପ ସଂସ୍ଥା ‘ବିର୍ଲା ଟାୟାର୍ସ’କୁ କିଣିବା ଲାଗି ଅନେକ ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ ବାଲେଶ୍ୱରର ବିର୍ଲା ଟାୟାର୍ସକୁ ଅଧିଗ୍ରହଣ କଲା ହିମାଦ୍ରି କେମିକାଲ୍ସ। ଶିଳ୍ପ ମନ୍ତ୍ରୀ, ପୂର୍ବାଞ୍ଚଳ…

ଆନ୍ଧ୍ର-ଓଡ଼ିଶା ରେଳ ଦୁର୍ଘଟଣା: ପୁଣି ୫…

ଓଏଲ୍‌ ବ୍ୟୁରୋ: ଆନ୍ଧ୍ର-ଓଡ଼ିଶା ରେଳ ଦୁର୍ଘଟଣା ବିଜୟନଗରମରେ ଟ୍ରାକରୁ ଭଙ୍ଗା ବଗି ହଟିବା ପରେ ଟ୍ରେନ୍ ଯାତ୍ରା ସ୍ୱାଭାବିକ ହେବା ସତ୍ତ୍ୱେ ପୁଣି ୫ ଟ୍ରେନ୍‌ ବାତିଲ ହୋଇଛି। ଟ୍ରେନ୍‌ ଦୁର୍ଘଟଣା ପରେ ଲିଙ୍କ୍ ରେକ୍‌ ଓ ଟାଇମ୍‌ ଆଡଜଷ୍ଟ ପାଇଁ ୫ ଟ୍ରେନ୍‌ ବାତିଲ ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇରୁ ଆଜି…

ଆଗକୁ ଦଶମ ବୋର୍ଡ ପରୀକ୍ଷା; ଶିକ୍ଷା…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରେ ହେବ ୨୦୨୩-୨୦୨୪ ଶିକ୍ଷାବର୍ଷ ମାଟ୍ରିକ୍‌ ପରୀକ୍ଷା। ୨୦୨୪ ଫେବ୍ରୁଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବ। ପରୀକ୍ଷା ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ପରୀକ୍ଷାକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କୁ ଭଲ ପ୍ରଦର୍ଶନ କରିବା ନିମନ୍ତେ…

ସୋଆରେ ଏମ୍‌.ଏସ୍‌.ସ୍ୱାମୀନାଥନ ସ୍ମାରକୀ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ…