Odisha Link
Bridging the Missing Links in Odisha

ଆଇପିଏସ୍‌ ସ୍ତରରେ ଅଦଳବଦଳ, ସରକାରୀ ପ୍ରେସ ନିର୍ଦ୍ଦେଶକ ହେଲେ ଅରୁଣ ରାୟ

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ସରକାରୀ ପ୍ରେସ ନିର୍ଦ୍ଦେଶକ ହେଲେ ଅରୁଣ ରାୟ। ଜେଲ ବିଭାଗ ଡିଜି ଭାବେ ଅମୃତ ମୋହନ ପ୍ରସାଦଙ୍କୁ ଦାଇତ୍ୱ ମିଳିଛି। ଲଳିତ ଦାସ ହେଲେ ଏଚ୍‌ଆର୍‌ପିସି ଏଡିଜି। ପୂର୍ବରୁ ଲଲିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଉମାଶଙ୍କର ଦାସ ହେଲେ ଡିଆଇଜି ଏସଆଇଡବ୍ଲୁ। ଅତିରିକ୍ତ ପୁଲିସ କମିଶନର ଭାବେ ବ୍ରିଜେଶ କୁମାର ରାୟଙ୍କୁ ଦାଇତ୍ୱ ମିଳିଛି।

Leave A Reply

Your email address will not be published.