Odisha Link
Bridging the Missing Links in Odisha
Browsing Tag

Odisha

ରାଗିଂ ଅଭିଯୋଗରେ ଛାତ୍ରଙ୍କୁ କଲେଜ ମନା

ଓଏଲ୍ ବ୍ୟୁରୋ : ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଳଲେଜରେ ରାଗିଂ ଘଟଣା ଦେଖାଦେଇଛି। ରାଗିଂ ଘଟଣା ପାଇଁ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସକୁ ମନା କରାଯାଇଛି। ଘଟଣାଟି ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର…

କବାଟରେ ଲେଖା ହେଲା ପ୍ରଶ୍ନ, ପରୀକ୍ଷା…

ଓଏଲ୍ ବ୍ୟୁରୋ : ଅବହେଳାରୁ ବିଦ୍ୟାଳୟକୁ ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ଆସି ପାରିଲା ନାହିଁ। ଶ୍ରେଣୀ ଗୃହରେ କଳାପଟା ବି ନଥିଲା ତେଣୁ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ। କବାଟରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀ। ସ୍ମାର୍ଟ ଯୁଗରେ ଏଭଳି ଘଟଣା ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳା…

ଯେତେବେଳେ କହିବି, ସାରା ରାଜ୍ୟ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଉ ଏକ ମୋଡ। ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଲା ଇଡି। କଡା ସୁରକ୍ଷା ଭିତରେ ୭ଦିନିଆ ଇଡିର ରିମାଣ୍ଡରେ ଅର୍ଚ୍ଚନା। ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଗଲାବେଳେ ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା କହିଛନ୍ତି ସେ ଇଡିକୁ ଅପେକ୍ଷା…

ଭୂମିହୀନଙ୍କୁ ଜମି ଦେବା ପାଇଁ, ୫ରାଜ୍ୟକୁ…

ଓଏଲ୍‌ ବ୍ୟୁରୋ: ଭୂମିହୀନଙ୍କୁ ଜମି ନଦେଲେ ଫେରିଯିବ ଆବାସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଭୂମିହୀନଙ୍କୁ ଜମି ଦେବା ପାଇଁ ୫ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଓଡିଶା ସମେତ ୫ ରାଜ୍ୟକୁ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ଚଳିତ ମାସ ୧୫ତାରିଖ…

ଆଜିଠୁ ଇଡିର ୭ଦିନିଆ ରିମାଣ୍ଡରେ…

ଓଏଲ୍‌ ବ୍ୟୁରୋ: ଇଡି ଖୋଲିବ ଗୁମର। ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ମିଳିଛି। ଅର୍ଚ୍ଚନାକୁ ରିମାଣ୍ଡରେ ନେଇ ଜେରା କରିବା ଇଡି। ଅର୍ଚ୍ଚନାର କଳା ସାମ୍ରାଜ୍ୟର ସତ କାହାଣୀ ଆସିପାରେ ସାମ୍ନାକୁ। ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ…

କାହାର ହେବ ପଦ୍ମପୁର ?

ଓଏଲ୍‌ ବ୍ୟୁରୋ: ନେତା ବାଛିଲେ ପଦ୍ମପୁର ଜନତା। ଶାନ୍ତି ଶୃଙ୍ଖଳାର ସହିତ ସରିଲା ପଦ୍ମପୁର ଉପନିର୍ବାଚନ। ଇଭିଏମରେ ସିଲ୍‌ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ଫଳାଫଳ ନେଇ ନେତାଙ୍କ ଛାତିି ଧଡ ଧଡ ହେଉଥିବାବେଳେ ଗୁରବାର ଆସିବ ପଦ୍ମପୁର ଫଳାଫଳ। ରେଜଲ୍ଟ ଯାହା ସପକ୍ଷରେ ଗଲେ ବି ୨୦୨୪ ପାଇଁ ଏହା ଯେ ସବୁ ଦଳ…

ଅର୍ଚ୍ଚନା ନାଗ ମାମଲା: କୋର୍ଟରେ ହାଜର…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ହନିଟ୍ରାପର ଅର୍ଚ୍ଚନା ନାଗ କୋର୍ଟରେ ହାଜର ହୋଇଛନ୍ତି। ଲେଡି ବ୍ଲାକମେଲର ମାମଲାରେ ଜୋରଦାର ତଦନ୍ତ କରୁଛି ଇଡି। ପୋଲିସର କଡା ସୁରକ୍ଷା ଭିତରେ ଝାରପଡା ଜେଲ୍ରୁ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେଵା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି…

କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଏଲ୍‌ ବ୍ୟୁରୋ: ସରକାରୀ ବାସଭବନରୁ କନେଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହେଵା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଦେବରାଜ ନାଏକ। କନେଷ୍ଟବଳ ଦେବରାଜ ନାଏକଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗ୍ରାମରେ…

ବିଶ୍ୱ ମୂର୍ତ୍ତିକା ଦିବସ

ଓଏଲ୍‌ ବ୍ୟୁରୋ: ମାଟି ଆମର ମା ଓ ମୂର୍ତ୍ତିକା ଉପରେ ଆମେ ନିର୍ଭରଶୀଳ। ବିଶ୍ୱ ପାଳୁଛି ଆଜି ମୂର୍ତ୍ତିକା ଦିବସ। ମୂର୍ତ୍ତିକା ସଂରକ୍ଷଣ ସଚେତନତା ପାଇଁ ପ୍ରତିବର୍ଷ  ୨୦୧୪ ମସିହାରୁ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରାଯାଉଛି। ମୂର୍ତ୍ତିକା ପ୍ରଦୂଷଣକୁ ରୋକିବା ସହ ସଂରକ୍ଷଣ ପାଇଁ ପ୍ରୟାସ କରାଯାଉ।…

ଭୁବନେଶ୍ୱର ଏମ୍ସ ପରିଦର୍ଶନ କଲେ,…

ଓଏଲ୍‌ ବ୍ୟୁରୋ: ଆସନ୍ତା ପହିଲାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପେପରଲେସ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଭୁବନେଶ୍ୱର ଓଡିଶା ଗସ୍ତରେ ଆସିଥିବାବେଳେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏମ୍ସରେ ରୋଗୀ ଓ ସେମାନଙ୍କ…