Odisha Link
Bridging the Missing Links in Odisha

ଅନିଶ୍ଚିତତା ମଧ୍ୟରେ ବାଟବାଟୀ ମ୍ୟାଚ୍

କଟକ: ବାରବାଟୀରେ ଡିସେମ୍ବର ୨୨ ତାରିଖରେ ଭାରତ-ଇଣ୍ଡିଜ୍‌ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖା ଦେଇଛି। ବାତ୍ୟା ଫୋନିରେ ଷ୍ଟାଡିୟମ କ୍ଷତିଗ୍ରସ୍ତ ଯୋଗୁଁ ମ୍ୟାଚ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଓସିଏର ସାଧାରଣ ପରିଷଧ ବୈଠକ ପରେ ନୂଆ ସମ୍ପାଦକଙ୍କ ପ୍ରତିକ୍ରିୟା ଦେଇଛନ୍ତି। ବାତ୍ୟା ଯୋଗୁଁ ଷ୍ଟାଡିୟମ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି ବୋଲି। ବିସିସିଆଇ ଆର୍ଥିକ ସହାୟତା ମିଳିବା ପରେ ଷ୍ଟାଡିୟମ ମରାମତି ହେବ। ଷ୍ଟାଡିୟମ ମରାମତି ପାଇଁ ବିସିସଆଇକୁ ଜଣାଇଛୁ ଯଦି ଆର୍ଥିକ ସହାୟତା ମିଳେ ତାହାଲେ ଷ୍ଟାଡିୟମର ସମ୍ପୂର୍ଣ୍ଣ ମରାମତି ପରେ ମ୍ୟାଚ୍‌ ହୋଇ ପାରିବ ବୋଲି ସମ୍ପାଦକ କହିଛନ୍ତି।

Comments are closed.