Odisha Link
Bridging the Missing Links in Odisha

ସ୍ନାକ୍ ଭିଡିଓ ସମେତ ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲ୍ଲୀ: ସ୍ନାକ୍ ଭିଡିଓ ସମେତ ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍ କରିଛନ୍ତି ଭାରତ ସରକାର। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ମୋବାଇଲ ଆପ୍ ବ୍ୟାନ ହୋଇଛି।

ବ୍ୟାନ୍‌ ହୋଇଥିବା ମୋବାଇଲ ଆପ୍‌ରେ ସ୍ନାକ୍ ଭିଡିଓ, କ୍ୟାମକାର୍ଡ, ୱି ଡେଟ୍, ରେଲା ଆଦି ଲୋକପ୍ରିୟ ଆପ୍‌ ସାମିଲ ଥିବା ନେଇ ସୂଚନା ମିଳିଛି। ଭାରତର ଏକତା, ଅଖଣ୍ଡତା ପ୍ରତି ବିପଦ ଥିବା କାରଣରୁ ଏହି ମୋବାଇଲ ଆପ୍‌କୁ ବ୍ୟାନ କରାଯାଇଛି।

Comments are closed.