Odisha Link
Bridging the Missing Links in Odisha

କୁସ୍ତି କ୍ବାର୍ଟର ଫାଇନାଲରେ ଭିନେଶ ଫୋଗଟ, ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ହରାଇଲେ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ୧୧ତମ ଦିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି। କୁସ୍ତିର ମହିଳା ବିଭାଗରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଖେଳାଳି ଭିନେଶ ଫୋଗଟ। ସେ ଜର୍ମାନୀର ୟୁଇ ସୁସାକିଙ୍କୁ ମାତ୍‌ ଦେଇ କ୍ବାର୍ଟର ଫାଇନାଲ ମୁକାବିଲାରେ ପ୍ରବେଶ କରିଛନ୍ତି। ଭିନେଶ ୫୦ କେଜି ବର୍ଗରେ ଜାପାନର ୟୁଇ ସୁସାକିଙ୍କୁ ହରାଇ ଦେଇଛନ୍ତି।

ସୂଚନାଥାଉକି, ଜାପାନର ୟୁଇ ସୁସାକି ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ବିଜେତା ଥିଲେ। ଏଥିସହିତ ବିଶ୍ବ କୁସ୍ତି ର‍୍ୟାଙ୍କିର ପ୍ରଥମ ସ୍ଥାନରେ ରହିଛନ୍ତି। ସୁସାକିଙ୍କୁ ମାତ ଦେଇ କ୍ବାର୍ଟର ଫାଇନାଲରେ ବିନେଶ ଫୋଗଟ କରିଛନ୍ତି।