‘ହଟିଲେ ରହିତାଦେଶ, ଜବରଦଖଲ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ସରକାରୀ ଜମିର ଜବରଦଖଲକୁ ରାଜ୍ୟ ସରକାର ୨ ଭାଗରେ ବିଭକ୍ତ କରିଛନ୍ତି। ଗରିବ, ଭୂମିହୀନ ଲୋକ ଯଦି ୪ ଡିସିମିଲ କିମ୍ବା ଏହାଠାରୁ କମ ଭୂମି ଜବର ଦଖଲ କରିଥିବେ, ଏହାକୁ ଜବର ଦଖଲ କୁହାଯିବ ନାହିଁ। ଆମେ ସେମାନଙ୍କୁ ଉକ୍ତ ଜମିର ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବୁ…