ମୁଣ୍ଡପିଛା ଆୟ: ଭାରତକୁ ପଛରେ ପକାଇଲା…
ବ୍ୟୁରୋ: ଭାରତର ମୁଣ୍ଡପିଛା ଆୟ ତୁଳନାରେ ପଡ଼ୋଶୀ ବାଂଲାଦେଶର ମୁଣ୍ଡପିଛା ଆୟ ଅଧିକ ରହିଛି। ୨୦୨୧ ଆର୍ଥିକ ବର୍ଷରେ (୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ) ଭାରତକୁ ପଛରେ ପକାଇଦେଇଛି ବାଂଲାଦେଶ। ଭାତର ମୁଣ୍ଡପିଛା ଆୟ ୧,୯୪୭ ଡଲାର ଥିବା ବେଳେ ବାଂଲାଦେଶର ରହିଛି ୨,୨୨୭ ଡଲାର।
ଭାରତୀୟ ମୁଦ୍ରାରେ ଜଣେ…