ବିରଳ ଯୋଡା ମୁଣ୍ଡ ଶିଶୁ, ଜନ୍ମର କିଛି…
ଘଟଗାଁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସକାଳେ ଏକ ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ ହୋଇଛି। ଶିଶୁଟିର ଦୁଇଟି ମୁଣ୍ଡ ରହିଛି। ଦୁଇଟି ମସ୍ତିସ୍କ ଥିବା ଅଦ୍ଭୁତ ଶିଶୁପୁତ୍ରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।
ସୂଚନା ଅନୁଯାୟୀ, ରାଇଡିହା ଗ୍ରାମର ମୂରଲୀଧର…