୬ଟି ରାଜ୍ୟକୁ ସଞ୍ଜୀବନୀ ପଠାଇଲା ଓଡ଼ିଶା
ଭୁବନେଶ୍ୱର: ହୁ ହୁ ମାଡିବାରେ ଲାଗିଛି କରୋନା ମହାମାରୀ। ଏହାର ମୁକାବିଲା ଅକ୍ସିଜେନକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର କେତେକ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟକୁ ସହାୟତର ହାତ ବଢାଇଛି ଓଡିଶା। ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଇଛି ଓଡ଼ିଶା।
ଗତ ୨୪ ଘଣ୍ଟା…