ଆଧାର ସହ ପାନ୍ ଲିଙ୍କ୍ ନକଲେ ଦେବାକୁ…
ନୂଆଦିଲ୍ଲୀ: ଏଣିକି ଆଧାର ସହ ପାନ୍ ଲିଙ୍କ୍ ନକରିବା ପଡ଼ିପାରେ ମହଙ୍ଗା। ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କ ପାନ୍ ସହ ଆଧାରଙ୍କୁ ଲିଙ୍କ୍ କରିନଥିବେ ସେମାନଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରିବାକୁ ଆୟକର ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଏକ ନୂତନ ବିଜ୍ଞପ୍ତି ପ୍ରକାଶ…