୫ଜିଲ୍ଲାକୁ ୧ଟା ୩୦ ପର୍ଯ୍ୟନ୍ତ ସତର୍କ…
ଭୁବନେଶ୍ବର : ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଜାରି ରହିଛି । ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତକୁ ନେଇ ୧ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛନ୍ତି ।
ସାରା ଓଡ଼ିଶାରେ କୋହଲା ପାଗ ସହ ଝିପିଝିପି ବର୍ଷା । ତେବେ ଝଡ଼…