Odisha Link
Bridging the Missing Links in Odisha

୫ଜିଲ୍ଲାକୁ ୧ଟା ୩୦ ପର୍ଯ୍ୟନ୍ତ ସତର୍କ ସୂଚନା

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଜାରି ରହିଛି । ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତକୁ ନେଇ ୧ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛନ୍ତି ।

ସାରା ଓଡ଼ିଶାରେ କୋହଲା ପାଗ ସହ ଝିପିଝିପି ବର୍ଷା । ତେବେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ପାଇଁ ୫ ଜିଲ୍ଲା ଯଥା ସୁନ୍ଦର ଗଡ, ମୟୂର ଭଞ୍ଜ, କେନ୍ଦୁଝର, ମାଲକାନଗିରି , ବାଲେଶ୍ବରକୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି ।

Comments are closed.