Odisha Link
Bridging the Missing Links in Odisha
Daily Archives

March 7, 2020

ସମସ୍ତ ବାଧାବିଘ୍ନକୁ ସାମ୍ନା କରିବାକୁ…

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ଇସ୍ପାତ୍ ମନ୍ତ୍ରଣାଳୟର ପିଏସୟୁ ଏବଂ ସହଯୋଗୀ ସଂସ୍ଥାର ମହିଳା କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ମହିଳା କର୍ମଚାରୀମାନଙ୍କୁ ସମସ୍ତ ବାଧାବିଘ୍ନ ତଥା ସମସ୍ତ ପ୍ରକାର…

ରାଜ୍ୟସ୍ତରୀୟ କୃଷକ ମେଳା ୨୦୨୦ ଉଦଘାଟନ…

ଭୁବନେଶ୍ବର: ବିଗତ ୧୦୦ ବର୍ଷ ମଧ୍ୟରେ ଓଡ଼ିଶା ଛୋଟବଡ଼ ୧୩୫ ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ଗଲା ୨୦ ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା, ମରୁଡ଼ି ଏବଂ ରୋଗପୋକ ଆକ୍ରମଣର ଶିକାର ହୋଇଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ସମୟୋଚିତ ପଦକ୍ଷେପ ଏବଂ କୃଷକମାନଙ୍କର କଠିନ ପରିଶ୍ରମ ଫଳରେ…

୧୭୮୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ…

ଭୁବନେଶ୍ୱର: ଆଜି ୧୭୮୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ନିଯୁକ୍ତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ାଇବେ। ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଓରିଏଣ୍ଟେସନ୍…

ଗୋଟିଏ ଦିନରେ ୧୦୩୮ ଡାକ୍ତର ନିଯୁକ୍ତ କଲେ…

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା ହୋଇଛି। ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ନବନିଯୁକ୍ତ ଡାକ୍ତରମାନଙ୍କ ଇଣ୍ଡକସନ୍‌ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ସାରଥି ବାବାଙ୍କ କରୋନା ଉପଚାର, କହିଲେ…

ଭୁବନେଶ୍ବର: କରୋନା ଭାଇରସ୍‌ ଚୀନ ସମେତ ଆଉ କିଛି ରାଷ୍ଟ୍ରରେ ମୃତ୍ୟୁର ତାଣ୍ଡପ ରଚାଇଥିବା ବେଳେ ସାରା ବିଶ୍ବରେ ଏକପ୍ରକାର ସଂତ୍ରାସ ସୃଷ୍ଟି କରିଛି। ଏଥିରୁ ମୁକଳିବାର ଆଣ୍ଟି-ଭାଇରସ୍‌ ଅଥବା ପ୍ରତିଷେଧକ ବ୍ୟବସ୍ଥା ଏଯାବତ୍‌ ବଜାରରେ ଉପଲବ୍ଧ ହୋଇନାହିଁ। ଏଭଳି ସମୟରେ ନାନାଦି ଗୁଜବ ଲୋକଙ୍କୁ…

କଂଗ୍ରେସରେ ମିଶିବା ପାଇଁ ମୋ ଉପରେ ଚାପ…

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ପ୍ରତି ସେକେଣ୍ଡରେ ବଦଳୁଛି ରାଜନୀତି ପାଣିପାଗ। କମଲନାଥ ସରକାରରେ ସାମିଲ ଥିବା କିଛି ବିଧାୟକଙ୍କ ପତ୍ତା ମିଳୁନଥିବାବେଳେ ଜଣେ ବିଜେପି ବିଧାୟକ କଂଗ୍ରେସକୁ ସମର୍ଥନ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି। ବିଜେପି ବିଧାୟକ ନାରାୟଣ ତ୍ରିପାଠୀ କମଲନାଥ…

ବିଜେପିରୁ ଅଲଗା ହୋଇଛି, ହିନ୍ଦୁତ୍ୱ ଠାରୁ…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ରାୟ ପ୍ରକାଶ ହେବା ପରେ ଆଜି ପ୍ରଥମ ଥର ପାଇଁ ଅଯୋଧ୍ୟା ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅଯୋଧ୍ୟା ଗସ୍ତ କରି ଆଜି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ୧କୋଟି ଟଙ୍କା ଦେବେ ବୋଲି ଘୋଷଣା…

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି…

ଅଯୋଧ୍ୟା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଦିନ ପୂରଣ ଅବସରରେ ଆଜି ଅଯୋଧ୍ୟା ଗସ୍ତ କରିଛନ୍ତି ଉଦ୍ଧବ ଠାକରେ। ଏହି ଅବସରରେ ଉତ୍ତର ପ୍ରଦେଶ ପୋଲିସ୍‌ ଗାର୍ଡ ଅଫ୍‌ ଅନର ଦେଇ ଉଦ୍ଧବଙ୍କୁ ସ୍ବାଗତ କରିଥିଲେ। ସପରିବାର ଓ ଶିବସେନାର କିଛି ନେତାଙ୍କ ସହ ଅଯୋଧ୍ୟା ଗସ୍ତ କରିଛନ୍ତି ଉଦ୍ଧବ।…

କାଲି ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ:…

ମେଲବର୍ଣ୍ଣ: ଆସନ୍ତାକାଲି ସାରା ବିଶ୍ବ ପାଳନ କରିବ ବିଶ୍ବ ମହିଳା ଦିବସ। ଅପରପକ୍ଷେ ଏହି ଦିବସରେ ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ରବିବାର ମହିଳା ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ଫାଇନାଲରେ ରେକର୍ଡ ସୃଷ୍ଟି…

ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

ରାଉରକେଲା : ମାଓ ଦମ୍ପତ୍ତି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ମାଏବାଦୀ ରାଜୁ କୟାମ ଓ ତାଙ୍କ ପତ୍ନୀ କଳ୍ପନା ମାରଲା ଶନିବାର ରାଉରକେଲା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ରାଜୁ ୨୦୧୧ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ କଳ୍ପନା ୨୦୧୪ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ଉଭୟ…