Odisha Link
Bridging the Missing Links in Odisha

ମଙ୍ଗଳବାର ଦିନ ହେବ ରାଷ୍ଟ୍ରପତିଙ୍କ…

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ଗତକାଲି ଅପରାହ୍ଣରେ ‘ଦିଲ୍ଲୀ ଏମ୍‌ସ୍‌’କୁ ରାଷ୍ଟ୍ରପତିଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।…

ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଗିରଫ

କୋଲକାତା : ଭୁବନେଶ୍ବର ରାଜଧାନୀ ଏକ୍ପପ୍ରେସକୁ ହାଇଜାକ୍ କରିବା ଉଦ୍ୟମରେ ଏନଆଇଏ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଛତ୍ରଧର ମହତୋଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଗତ ୨୦୦୯ରେ ଟିଏମସି ନେତା ଛତ୍ରଧର ମହତୋ ଏବଂ ତାଙ୍କ ସହଯୋଗୀ ମାନେ ଗୁଳିଚାଳନା କରି ରାଜଧାନୀ…

ଆସନ୍ତାକାଲି ଗଡ଼ିବନି ‘ମୋ…

ଭୁବନେଶ୍ବର ଚାଲିବନି 'ମୋ ବସ୍'। ଆସନ୍ତାକାଲି ସୋମବାର ରଙ୍ଗର ପର୍ବ ହୋଲି କାରଣରୁ ଅପରାହ୍ଣ ୩ଟା ଯାଏ ଗଡ଼ିବନି 'ମୋ ବସ୍'। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ। ହୋଲିକୁ ଦୃଷ୍ଟିରେ ରଖି ଏଭଳି…

ମୂର୍ତ୍ତି ଖସି ସେବାୟତ ଆହାତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି। ଉଗ୍ର ନୃସିଂହ ମନ୍ଦିରରୁ ପଥର ଖସି ସେବାୟତ ଆହତ ହୋଇଛନ୍ତି। ଉଗ୍ର ନୃସିଂହଙ୍କ କୋଳରେ ଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ସୂଚନା ମିଳିଛି। ମନ୍ଦିରରେ ଉପସ୍ଥିତ ଥିବା ସେବାୟତ କୁନୁ ମହାପାତ୍ରଙ୍କ ଗୋଡରେ ଆଘାତ ଲାଗିଥିବା ସୂଚନା…

ରବିବାର ଦିନ ଲକଡାଉନ୍ ଘୋଷଣା କଲେ ସରକାର

ଭୋପାଳ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସରକାର ମଧ୍ୟପ୍ରଦେଶର ୧୨ ସହରରେ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର, ରତଲାମ, ଖରଗୋନ୍, ଛିନ୍ଦଓ୍ୱାଡା, ବୈତୁଲ,…

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ,…

କାଶ୍ମୀର : ସୁରକ୍ଷାକର୍ମୀଙ୍କ ଜଣେ ଆତଙ୍କବାଦୀ ନିହତ ଓ ଜଣେ ଯବାନ୍ ସହିଦ ହୋଇଛନ୍ତି। ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ଆମେରିକା ହତିୟାର ଏମ-୪ କାର୍ବୋଇନ ରାଇଫଲ ଷ୍ଟିଲ୍ ବୁଲେଟ୍ ଜବତ ହୋଇଛି । ସୋପିଆର ବଙ୍ଗମ କ୍ଷେତ୍ରରେ ବିଳମ୍ୱିତ…

ଭାରତ ନିଜ ଦେଶବାସୀଙ୍କଠୁ ଅଧିକ ସମଗ୍ର…

ନୂଆଦିଲ୍ଲୀ : ଭାରତ ଜାତିସଂଘର ଜେନେରାଲ୍‌ ଆସେମ୍ବ୍ଲିରେ କହିଛି, ନିଜ ଲୋକଙ୍କୁ ଯେତେ ଦେଇ ନାହିଁ, ତା’ଠାରୁ ଅଧିକ କୋଭିଡ୍‌-୧୯ ଟିକା ସମଗ୍ର ବିଶ୍ୱକୁ ଯୋଗାଇଛି । ଟିକାର ଅସମ ବଣ୍ଟନ କରୋନାଭାଇରସ୍‌ ଦମନ ପାଇଁ ଚାଲିଥିବା ସମ୍ମିଳିତ ବୈଶ୍ୱିକ ପ୍ରତିବଦ୍ଧତାକୁ ପରାଜିତ କରିବ। ଗତ ଶୁକ୍ରବାର ଦିନ…

ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରୁ ୨ କରୋନା…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରସ୍ଥ ପୋଖରୀପୁଟ ‘କୋକିଳା ଗାର୍ଡେନ’ ଆପାର୍ଟମେଣ୍ଟରୁ ଚିହ୍ନଟ ହୋଇଛନ୍ତି ।ଏହା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୃକ୍ତ ୨ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବିଏମସି…

ଆତ୍ମସମର୍ପଣ କଲେ ୨ ମାଓବାଦୀ

ମାଲକାନଗିରି: ୨ ମାଓବାଦୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ବାଡା ଜିଲ୍ଲା ଏସପି ଅଭିଷେକ ପଲ୍ଲବ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ଘୋଷଣା କରିଥିଲେ। ସେମାନେ କହିଛନ୍ତି, ମାଓ ସଂଗଠନରେ ଭେଦଭାବ , ଅତ୍ୟାଚାରରେ ନିରାଶ…

ଅଗ୍ନିକାଣ୍ଡରେ ୫୦୦ରୁ ଅଧିକ ଦୋକାନ ପୋଡ଼ି…

ପୁଣେ : ମହାରାଷ୍ଟ୍ର ପୁଣେର କ୍ୟାମ୍ପ ଅଞ୍ଚଳରେ ଫ୍ୟାଶନ ଷ୍ଟ୍ରିଟରେ ମାର୍କେଟରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ମାତ୍ରେ ମାର୍କେଟରେ ପ୍ରବଳ ଧୂଆଁ ଦେଖାଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫୦୦ରୁ ଅଧିକ ଛୋଟ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…