Odisha Link
Bridging the Missing Links in Odisha

‘କୋକଲି-ଫିସ୍ ଆଉଟ ଅଫ ୱାଟର…

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। କ୍ଷୁଦ୍ର ଚଳଚ୍ଚିତ୍ର 'କୋକଲି-ଫିସ୍ ଆଉଟ ଅଫ ୱାଟର 'କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଏହି ସିନେମାର ନିର୍ମାତା ସ୍ନେହାଶିଷ ଦାସ ଏବଂ ପ୍ରଶାନ୍ତ ନାଏକ ସମ୍ପାଦନା କରିଛନ୍ତି।ଏହି ସିନେମାଟି ମେକ୍ସିକୋର ବକାଲାର୍…

ବଦଳିଲା ପ୍ରିୟଙ୍କା ଚୋପ୍ରା ନାଁ !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଜଣେ ବଲିଉଡ୍ ସଫଳ ନାୟିକା ।ତାଙ୍କର ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ନୁହେଁ, ବିଦେଶରେ ବି ଖୁବ୍ ଚର୍ଚ୍ଚିତ। ବଲିଉଡ୍ ଓ ହଲିଉଡ୍ ସିନେମାରେ ତାଙ୍କୁ ଦେଖିବାକୁ ମିଳେ। ଗୁଗୁଲ୍ ତାଙ୍କୁ ନେଇ ଏକ ସାଂଘାତିକ ଭୁଲ୍ କରି ଦେଇଛି। ପ୍ରିୟଙ୍କା ଚୋପ୍ରା ବଦଳରେ…

ସଂସ୍କୃତିର ଆଦାନ ପ୍ରଦାନ ନିମନ୍ତେ…

ଭୁବନେଶ୍ୱର: ଆର୍ଯଭଟ୍ଟ ଟ୍ରଷ୍ଟ ଏବଂ କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନର ମିଳିତ ସହଯୋଗରେ “କଳିଙ୍ଗ ବାଲି ସଙ୍ଗମ” ଭଳି ଏକ ସଂସ୍କୃତି ବିନିମୟ କାର୍ଯକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ ଆଇ ମେଡ ମାଙ୍ଗକୁ ପସ୍ତିକା ଓ ତାଙ୍କର ଦଶ ଜଣିଆ ପ୍ରତିନିଧୀ ଦଳ ସରକାରି…

ବଲିଉଡରେ ପାଦ ଥାପିଲେ ମିସ୍ ୱର୍ଲ୍ଡ…

ଭୁବନେଶ୍ବର:  ମିସ୍ ୱର୍ଲ୍ଡ ମାନୁଷୀ ଚିଲ୍ଲରଙ୍କୁ ନେଇ ଚାଲିଛି  ଚର୍ଚ୍ଚା।  ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ସିନେମାରେ  'ପୃଥ୍ୱୀରାଜ ଚୌହାନ'ରେ ମାନୁଷୀ ଚିଲ୍ଲରଙ୍କୁ ଲିଡ୍ ରୋଲ୍ ରେ ନବାପାଇଁ  ନିଷ୍ପତ୍ତି ହୋଇସାରିଛି।  ଏହି ସିନେମାରେ'ପୃଥ୍ୱୀରାଜ୍ ଚୌହାନ'ଙ୍କ ଭୂମିକାରେ ଅକ୍ଷୟ କୁମାର …

ନଚବଲିୟେ-୯ ସେଟରେ କାହିଁକି ଭାବୁକ ହେଲେ…

ଭୁବନେଶ୍ବର: ସନି ଦେୱଲ ଓ ତାଙ୍କ ପୁଅ କରଣ ଦେୱଲଙ୍କ ସିନେମା ଅଗକୁ ଆସୁଛି।“ପଲ ପଲ ଦିଲ କେ ପାସ”ସିନେମାରେ ସନି ନିର୍ଦ୍ଦେଶନା ଦେଇଥିବା ବେଳେ ପୁଅ କରଣ ହିରୋ ରୋଲ କରୁଛନ୍ତି| ସନି ଦେୱଲ ଓ ତାଙ୍କ ପୁଅ କରଣ ଦେୱଲ ସିନେମାର ପ୍ରମୋଶନରେ ଲାଗି ପଡିଛନ୍ତି ଏବଂ ସିନେମାଟିକୁ ଦେଖିଯିବାକୁ ମଧ୍ୟ କହିଟଛନ୍ତି।…

ଗର୍ଭାବସ୍ଥାରେ ଶିଶୁ କ’ଣ ପାଇଁ ଲାତ…

ଭୁବନେଶ୍ବର: ମହିଳାଙ୍କ ପାଇଁ ମା' ହବା ଏକ ସୁଖପୂର୍ଣ୍ଣ ଅନୁଭୂତି । ଗର୍ଭାବସ୍ଥାର  ନଅ ମାସ ପର୍ଯ୍ୟନ୍ତ ମା' ପ୍ରତିଦିନ  ନୂଆ ନୂଆ ଅନୁଭୂତି ପାଇଥାଏ।  ମା' ପାଇଁ ଶିଶୁ ଗର୍ଭରେ ଲାତ ମାରିବା ଅନୁଭବ ବହୁତ ଖାସ୍ ହୋଇଥାଏ। ଶିଶୁ ଗର୍ଭାଶୟରେ ଲାତ ମାରିଥିବାବେଳେ ,ତାହା ବାହାରକୁ ମଧ୍ୟ ଜଣାପଡିଥାଏ ା…