୭୦ଟି ଦେଶକୁ ବ୍ୟାପୀଲାଣି କରୋନା
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ଆତଙ୍କ। କରୋନା ଭାଇରସ୍ ଯୋଗୁଁ ଏବେ ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ୩,୧୧୯ରେ ପହଞ୍ଚିଥିବା ବେଳେ ୯୦,୯୩୨ ଲୋକ ଆକ୍ରାନ୍ତ ଅଛନ୍ତି। ଗତକାଲି ଭାରତରେ ଦୁଇ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଦିଲ୍ଲୀ ଆସିଥିଲା ବେଳେ ଆଉ…