Odisha Link
Bridging the Missing Links in Odisha
Browsing Tag

Ajit Das

ପଞ୍ଚଭୂତରେ ଲୀନ ହେଲେ ଅଜିତ ଦାଶ

ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ। ଆଜି ସତ୍ୟନଗର ସ୍ଥିତ ଶ୍ମଶାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ ସୁଚିସ୍ମିତା। ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ…

ଚାଲିଗଲେ ଅଭିନେତା ଅଜିତ ଦାସ

ଭୁବନେଶ୍ବର: କରୋନା ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି ପ୍ରସିଦ୍ଧ ଅଭିନେତା ଅଜିତ ନାରାୟଣ ଦାସ। ମଞ୍ଚ, ପରଦା, ଟେଲିଭିଜନ୍‌ରେ ଅଭିନୟ ସାଙ୍ଗକୁ ସିନେମା ଓ ନାଟ୍ୟ ନିର୍ଦ୍ଦେଶନା ତଥା ଅଭିନୟ ପ୍ରଶିକ୍ଷଣ ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠା ଅର୍ଜନ କରିଥିବା ଶ୍ରୀ ଦାସ ଆଜି ୭୧ ବର୍ଷ ବୟସରେ…

ଅଭିନେତା ଅଜିତ୍ ନାରାୟଣ ଦାସଙ୍କୁ କରୋନା

ଭୁବନେଶ୍ବର: ସମସ୍ତଙ୍କର ଲୋକପ୍ରିୟ ଅଭିନେତା ଅଜିତ୍ ନାରାୟଣ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହେବାରୁ ତାଙ୍କ ଝିଅ, ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କୁ ଜଣାଇଥିଲେ। ଅଜିତଙ୍କୁ…