ଟ୍ରକ ଧକ୍କାରେ ଦମ୍ପତି ମୃତ
ବ୍ରହ୍ମପୁର : ଟ୍ରକ ଧକ୍କାରେ ଦମ୍ପତି ମୃତ। ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସି ଗାଁ ନିକଟରେ ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି। ଉକ୍ତ ଦମ୍ପତି ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ଭଗବାନ ଓ ଭାରତୀ…