କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଓଡ଼ିଆ…
ଭୁବନେଶ୍ୱର: ରାଜ୍ୟ ପାଇଁ ଗୌରବ ଆଣିଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ। ଫ୍ରାନ୍ସର କାନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଡିକେ ଫିଲ୍ମ ପ୍ରଯୋଜିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ମନୋନୀତ ହୋଇଛି। କୋଭିଡ୍-୧୯ ଲକ୍ଡାଉନ୍ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଅନ୍ତିମ ପର୍ଯ୍ୟାୟରେ…