ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱରେ…
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଇଦ ଉଲ ଫିତର ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ୨୯ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି। ହେଲେ କମନ ପିଜି ଏଣ୍ଟ୍ରାନ୍ସ ହେବ କି ନାହିଁ ଏନେଇ କୌଣସି ପ୍ରକାଶ ପାଇନଥିଲା, ଯାହାକୁ ନେଇ…