କରୋନା: କଟକରୁ ଆଉ ୭୬ ଆକ୍ରାନ୍ତ ଚିହ୍ନଟ
କଟକ: ରାଜ୍ୟରେ ଆଜି ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସମେଧ୍ୟରୁ କଟକ ଜିଲ୍ଲାରୁ ଆଜି ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି।
କଟକ ସହରରେ ଚିହ୍ନଟ ହୋଇଥିବା ୭୬ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬୦ ଓ ସ୍ଥାନୀୟ…