କରୋନା: କଟକରୁ ଆଉ ୭୬ ଆକ୍ରାନ୍ତ ଚିହ୍ନଟ
କଟକ: ରାଜ୍ୟରେ ଆଜି ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସମେଧ୍ୟରୁ କଟକ ଜିଲ୍ଲାରୁ ଆଜି ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି।
କଟକ ସହରରେ ଚିହ୍ନଟ ହୋଇଥିବା ୭୬ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬୦ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୫୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୩ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୭୭୩ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
#COVID19 update in Cuttack city (CMC area)
Out of the 98 new COVID-19 +ve cases reported today in #Cuttack district, 76 +ve cases belong to Cuttack city (CMC area).
Another 70 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/4x22Hmw9Rt
— CMC,Cuttack (@CMCCuttack) August 8, 2020
Comments are closed.