ରାଜଘାଟରେ ମୋଦୀ: ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦଘାଟିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏନେଇ ୨୦୧୭ ଏପ୍ରିଲ ୧୦ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ‘ସତ୍ୟାଗ୍ରହ’ର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ପିଏମ୍ ମୋଦୀ ଘୋଷଣା କରିଥିଲେ।
ଏହି କେନ୍ଦ୍ର ସ୍ବଚ୍ଛ ଭାରତ ମିଶନ ଉପରେ ଏକ ପାରସ୍ପରିକ ଆଦାନ ପ୍ରଦାନର ଅନୁଭବ କେନ୍ଦ୍ର ଭାବେ ପରିଗଣିତ ହେବ।
Delhi: Prime Minister Narendra Modi inaugurates the Rashtriya Swachhata Kendra, an interactive experience centre on Swachh Bharat Mission. pic.twitter.com/Gz3PRgGTFZ
— ANI (@ANI) August 8, 2020
Comments are closed.