Odisha Link
Bridging the Missing Links in Odisha
Browsing Tag

Prime Minister

ରାଷ୍ଟ୍ରୀୟ ନିଯୁକ୍ତି ମେଳା: ୧ ଲକ୍ଷ…

ଓଏଲ୍‌ ବ୍ୟୁରୋ: ଦେଶର ୪୭ ସ୍ଥାନରେ ରାଷ୍ଟ୍ରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ସାମିଲ ହୋଇ ପ୍ରଥମେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ। ରୋଜଗାର ମେଳାରେ ଆଜି ୧ ଲକ୍ଷ ଯୁବବର୍ଗଙ୍କୁ…

ନବୀନଙ୍କ ସଂକେତ: ୨୦୨୪ରେ ପୁଣି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ଯେଉଁଥିପାଇଁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ହେବେ ବୋଲି ଆଜି ପରୋକ୍ଷରେ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ଦେ…

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ…

ନୂଆପଡ଼ା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଜେଞ୍ଜରା ଗ୍ରାମର ଚାଷୀ ନବୀନ ଠାକୁର। କୃଷକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାର କୃଷକ ନବୀନ ଠାକୁରଙ୍କ କଥା ହୋଇଥିଲେ। କଥା ପ୍ରସଙ୍ଗରେ ତାଙ୍କୁ କିଷାନ…

କୋଭିଡ୍ -୧୯ ଭ୍ୟାକ୍ସିନ୍ ସମୀକ୍ଷା କରିବେ…

ନୂଆଦୀଲ୍ଲି: ଅହମ୍ମଦବାଦର ଜାଇଡସ ବୋୟୋଟେକ୍ ପାର୍କକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରସ୍ତ। କରୋନା ସଂକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା କୋଭିଡ୍ -୧୯ ଭ୍ୟାକ୍ସିନ୍ ପ୍ରସ୍ତୁତର ନିଜେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ଭାରତ ବାସୋଟେକ୍, ପୁଣେ ସେରମ୍ ଇଷ୍ଟିଚ୍ୟୁଟ୍…

ସିରମ୍ ଇନଷ୍ଟିଚ୍ୟୁଟ୍ ଯିବେ…

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବକୁ ଦେଖି ଦେଶବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ଏହାକୁ ନଜରରେ ରଖି ସିରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତକୁ ଜୋରଦାର କରିଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହାର ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ…

ଭ୍ୟାକସିନ୍ ନ ଅସିବା ଯାଏଁ କରୋନା ବିରୋଧୀ…

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରୋନା ମୁକାବିଲାରେ ଭାରତ ସଫଳ ହୋଇଛି। ବିକଶିତ ଦେଶ ଠାରୁ ବି ଆମେ ଭଲ ସ୍ଥିତିରେ ଅଛୁ। ମୃତ୍ୟୁହାର କମିଛି। ସୁସ୍ଥ ହାର ବୃଦ୍ଧି ପାଇଛି। କରୋନା ପରୀକ୍ଷଣ ପାଇଁ ୨ ହଜାର ଲ୍ୟାବ…

ୟୋସିହିଡେ ସୁଗା ଜାପାନର ନୂତନ…

ଜାପାନ: ଜାପାନର ଶାସକ ଦଳର ନେତା ୟୋସିହିଡେ ସୁଗା ବୁଧବାର ସଂସଦୀୟ ଭୋଟ୍ରେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରାୟ ୮ବର୍ଷ ପରେ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ସେ ଦୀର୍ଘ ସମୟ ​‌ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି…

ଶ୍ରୀଲଙ୍କା: ପ୍ରଧାନମନ୍ତ୍ରୀ ଭାବେ ଶପଥ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ। ଶ୍ରୀ ରାଜପକ୍ଷେ କଲେମ୍ବାର ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜପକ୍ଷେଙ୍କ ପାର୍ଟି ପିପଲ୍ସୁ ପାର୍ଟି ଚଳିତବର୍ଷ ସାଧାରଣ ନିର୍ବାଚନରେ…

ରାଜଘାଟରେ ମୋଦୀ: ରାଷ୍ଟ୍ରୀୟ ସ୍ବଚ୍ଛତା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏନେଇ ୨୦୧୭ ଏପ୍ରିଲ ୧୦ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ 'ସତ୍ୟାଗ୍ରହ'ର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ପିଏମ୍‌ ମୋଦୀ ଘୋଷଣା କରିଥିଲେ। ଏହି କେନ୍ଦ୍ର ସ୍ବଚ୍ଛ ଭାରତ ମିଶନ…

ଚାରିଦିନ ତଳେ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ଓ କୋଭିଡ୍‌ ପରୀକ୍ଷଣ କରାିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ସେ ଚାରିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ଯାଇଥିଲେ ବୋଲି ଜାତୀୟ…