Odisha Link
Bridging the Missing Links in Odisha

କୋଭିଡ୍ -୧୯ ଭ୍ୟାକ୍ସିନ୍ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦୀଲ୍ଲି: ଅହମ୍ମଦବାଦର ଜାଇଡସ ବୋୟୋଟେକ୍ ପାର୍କକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରସ୍ତ। କରୋନା ସଂକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା କୋଭିଡ୍ -୧୯ ଭ୍ୟାକ୍ସିନ୍ ପ୍ରସ୍ତୁତର ନିଜେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ଭାରତ ବାସୋଟେକ୍, ପୁଣେ ସେରମ୍ ଇଷ୍ଟିଚ୍ୟୁଟ୍ ମଧ୍ୟ ଯିବେ ବୋଲି ସୂଚନା ମିଳିଛି।

Comments are closed.