Odisha Link
Bridging the Missing Links in Odisha
Browsing Tag

Vaccine

ମ୍ୟାଲେରିଆରୁ ମିଳିବ ମୁକ୍ତି, ଟୀକା…

ଓଏଲ୍ ବ୍ୟୁରୋ : ମ୍ୟାଲେରିଆରେ ଆଉ ଯିବନି ଜୀବନ। ଚିକିତ୍ସା କ୍ଷେତ୍ରରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ ହେଉଛି। ଇଣ୍ଡିଆନ ମେଡିକାଲ ଫ୍ରାଟେନିଟୀର ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ମ୍ୟାଲେରିଆ ନିରାକରଣ ଟୀକା ଯାହା ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରକୁ ସହଜ କରିବ। ଏହି ଟୀକା…

କରୋନାକୁ ପରାସ୍ତ କରିବା ପାଇଁ କୋଭିଡ…

ଗଜପତି/ କନ୍ଧମାଳ/ ସୁନ୍ଦରଗଡ: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି) ବିଭାଗର ସହେଯୋଗରେ ୟୁନିସେଫ୍ ଓଡ଼ିଶା ଦ୍ୱାରା ଗଜପତି/ କନ୍ଧମାଳ/ ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି…

ଅକ୍ଟୋବରରେ କୋଭୋଭାକ୍ସ ଟିକା

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ପୂର୍ବରୁ ଆସିଲା ଭଲ ଖବର। ଅକ୍ଟୋବର ସୁଦ୍ଧା ଆସିବ ଆଉ ଏକ ଟିକା। ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଉତ୍ପାଦନ କରିବାକୁ ଥିବା କୋଭୋଭାକ୍ସ ଟିକା ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରାପ୍ତ ବୟସ୍କଙ୍କ ପାଇଁ ଉପଲବ୍ଧ ହେବ। ହେଲେ ଛୋଟ ପିଲାଙ୍କୁ କୋଭୋଭାକ୍ସ ଟିକା ୨୦୨୨ ମସିହା ଜାନୁଆରୀ…

ଆସନ୍ତା ମାସରୁ ପିଲାଙ୍କୁ କୋଭିଡ୍ ଟିକା!

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଏସବୁ ମଧ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ସରକାର। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆ ଯାଉଥିବା ବେଳେ ଆସନ୍ତା ମାସରୁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା…

ଟିକା ଅଭାବ: ୨ ଦିନରେ ସରିଯିବ ଗଚ୍ଛିତ…

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି। ଏବେ ପୁଣି ରାଜ୍ୟରେ ଟିକା ଅଭାବ ସମସ୍ୟା ଦେଖାଦେଇଛି। ଟିକା ପ୍ରସଙ୍ଗରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ,…

ଟିକା ଅଭାବ: ଅଧା ଓଡ଼ିଶାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକା ଅଭାବ। ଟିକା ଅଭାବ କାରଣରୁ ଅଧା ଓଡ଼ିଶାରେ ଟିକାକରଣ ବନ୍ଦ ହୋଇଯାଇଛି। ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାରଣ ସମ୍ପୂର୍ଣ୍ଣ ବନ୍ଦ। ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା,…

ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ କରାଯାଉଛି। ମାତ୍ର ରାଜ୍ୟରେ ଟିକାର ଅଭାବ ଚିନ୍ତା ବଢ଼ାଇଛି। କେନ୍ଦ୍ର ସରକାର ଜୁନ୍ ମାସ ପାଇଁ ଆବଶ୍ୟକ ଟିକା ଦେଇନଥିବାରୁ ଟିକାର ଅଭାବ ଦେଖାଦେଇଛି। ଫଳରେ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି। ଅନୁଗୁଳ, ବଲାଙ୍ଗିର,…

ସ୍ବାସ୍ଥ୍ୟକର୍ମୀ ବିକିଦେଲେ ଟିକା!

କେନ୍ଦୁଝର: ସାରା ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏସବୁ ମଧ୍ୟରେ ଟିକା ବିକ୍ରି ନେଇ ଅଭିଯୋଗ କରିଛନ୍ତି ଲୋକେ। କେନ୍ଦୁଝର ଜିଲ୍ଲା ସବଡିଭିଜନର ଶାଳନିଆ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଗାଁକୁ ଟିକା ନେଇ ଯାଉଥିବା…

ଟିକା ଅନୁପାତରେ ପରିବର୍ତ୍ତନ ପାଇଁ…

ଭୁବନେଶ୍ବର: ଟିକା ଅନୁପାତରେ ପରିବର୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି କରାଯାଇଛି। ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ…

ଭାକ୍ସିନ ନେଲେ ଗୁରୁତର ହେବା ଆଶଙ୍କା…

ଭୁବନେଶ୍ୱର: କରୋନାର ୨ୟ ଲହର ପ୍ରକୋପ କମି ନଥିବା ବେଳେ ୩ୟ ଲହରର ଆଶଙ୍କା ବଢିଲାଣି। ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏନେଇ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାରିଏଣ୍ଟ ଡେଲଟା ପ୍ଲସ କେତେ ବିପଦ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ। ତେବେ ଡେଲ୍ଟା ପ୍ଲସ…