Odisha Link
Bridging the Missing Links in Odisha
Daily Archives

November 28, 2020

୫ରେ ରାଜରାସ୍ତାରେ ଅନ୍ଦୋଳନ ସହ…

ଭୁବନେଶ୍ବର: ଡ଼ିସେମ୍ବର ୫ରୁ ରାଜରାସ୍ତାରେ ଅନ୍ଦୋଳନ ସହ ରାସ୍ତାରୋକ ଚେତାବନୀ ଦେଇଛନ୍ତି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ। ତୁରନ୍ତ ସମସ୍ୟା ସମାଧାନ ପାଇଁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଦାବି ରଖିଛନ୍ତି। ଟୋକନ୍‌ ସମସ୍ୟା ଓ ଧାନକିଣା ପରିମାଣକୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜଳସେଚିତ…

ଭାରତରେ ଗଣତନ୍ତ୍ର ସୁଦୃଢ଼ ହେବା ନିମନ୍ତେ…

ଭୁବନେଶ୍ୱର : ଭାରତର ପଡୋଶୀ ଦେଶ ଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇ ନ ପାରିବା ସ୍ଥଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି। ଏଥି ନିମନ୍ତେ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍ ବୋଲି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ଏ.ଏସ୍‌. ନାଇଡୁ କହିଛନ୍ତି । ଭାରତର ପଡୋଶୀ…

ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି…

ଭୁବନେଶ୍ବର: ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ଅନୁଯାୟୀ ଡିସେମ୍ବର ପହିଲାରୁ ସମସ୍ତ ସରକାରୀ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ପ୍ରତି ଶନିବାର ଓ ରବିବାର ଦିନ ବନ୍ଦ ରହିବ ସରକାରୀ ଅଫିସ୍‌। ଏସଆରସି- ଓଏସ୍‌ଡିଏମ୍‌ଏ ଅଫିସ୍‌ରେ ୧୦୦…

ପାଠକଙ୍କ ସଂପତ୍ତି ଖୋଜିବ ଏସ୍ ଆଇ ଟି

ଭୁବନେଶ୍ବର: ଆଇ ଏଫ ଏସ୍‌ ଅଭୟକାନ୍ତ ପାଠକ ମାମଲାରେ ୨୦ ଜଣିଆ ଏସ୍ଆଇଟି ଟିମ୍‌ ଗଠିତ। ଭିଜିଲାନ୍ସ ନିର୍ଦ୍ଦେଶାଳୟ ନବଗଠିତ ଏସ୍‌ ଆଇ ଟିର ପ୍ରଥମ ବୈଠକ। ତଦନ୍ତ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ତାଙ୍କ ପାଖରେ ଏତେ ସମ୍ପତ୍ତି କେଉଁଠୁ ଆସିଲା ତାହା ତଦନ୍ତ ହେବ। ତଦନ୍ତ ପ୍ରକ୍ରିୟାରେ ବ୍ୟାଙ୍କ ଓ ବନ…

ତଦନ୍ତ କରିବେ ଅରୁଣ ବୋଥ୍ରା, ପାଟଣାଗଡ଼ରେ…

ଭୁବନେଶ୍ବର: ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ସଫଳତା ପାଇଥିଲେ ବୋଥ୍ରା। ରହସ୍ୟ ଘେରରେ ଥିବା ଆପରାଧିକ ଘଟଣା ଉପରୁ ପରଦା ହଟାଇ ଅପରାଧୀକୁ ଧରିବାରେ ବୋଥ୍ରାଙ୍କର ପୂର୍ବ…

କପିଲଙ୍କ ଶୋ’ ରୁ ବିଦାୟ ହେବେକି…

ବମ୍ବେ: 'କମେଡି ନାଇଟ୍ସ ଉଇଥ୍‌ କପିଲ' ଶୋ'ରୁ ବିଦାୟ ନେଇ ପାରନ୍ତି କମେଡିଆନ ଭାରତୀ ସିଂହ। ଡ୍ରଗ୍ସ ମାମଲାରେ ତାଙ୍କ ନାଁ ଉଠିଲା ପରଠାରୁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ ନେଇ କୌଣସି ନିର୍ମାତାମାନେ ବିବାଦରେ ଛନ୍ଦି ହେବାକୁ ଇଚ୍ଛୁକ ନୁହନ୍ତି। ସୋନି ଟିଭି ପକ୍ଷରୁ ଏନେଇ ନିଷ୍ପତ୍ତି…

୪ ରାଜ୍ୟର ୪୫ଟି ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ୪ ରାଜ୍ୟର ୪୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। କୋଇଲା ଚୋରି ଘଟଣାରେ ଶନିବାର ଦିନ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍’ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାର ଆଦି ଚାରିଟି ରାଜ୍ୟର ୪୫ଟି ସ୍ଥାନରେ ଚଢ଼ାଉ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।…

ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼

ବମ୍ବେ: ବଲିଉଡର ଲୋକପ୍ରିୟ ର଼୍ୟାପର ବାଦଶାହାଙ୍କ ବୈବାହିକ ଜୀବନରେ ଆସିଛି ଝଡ଼। ବାଦଶାହା ଏବଂ ସ୍ତ୍ରୀ ଜାସ୍ମିନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ଜାସ୍ମିନଙ୍କଠାରୁ ଅଲଗା ରହୁଛନ୍ତି ବାଦଶାହା। ଅପରପକ୍ଷେ ନିଜ କଥାକୁ ନିଜ ଭିତରେ ରଖିବାକୁ ପସନ୍ଦ କରନ୍ତି ବାଦଶାହା। ଏଥିପାଇଁ ତାଙ୍କ…

ନୟାଗଡ଼: ରାଜନୀତି ପାଇଁ ସୁହାଉଛି ପୁଲିସ ଓ…

ନୟାଗଡ଼: ଯଦୁପୁର ଗାଁରେ ପରୀ ହତ୍ୟାକାଣ୍ଡକୁ ୪ ମାସ ବିତି ଯାଇଥିଲେ ବି ପୁଲିସର ହାତଖାଲି। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଏ ଦିଗରେ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏ ଘଟଣାର କ୍ରାଇମ୍‌ ବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ବିରୋଧୀଙ୍କ ଚାପ ଓ ଘଟଣାର ରହସ୍ୟମୟତାକୁ ଉପଲବ୍ଧି କରି ପରେ ଏ ଘଟଣାର ତଦନ୍ତ…

ନକଲି ନୋଟ ଜବତ, ୩ ଗିରଫ

ଝାରସୁଗୁଡ଼ା: ନକଲି ନୋଟ ଜବତ କରିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲିର ପୁଲିସ। ଏଥିରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ୯୬ ହଜାର ୩ ଶହ ଟଙ୍କାର ଜାଲ ନୋଟ ଓ ପ୍ରିଣ୍ଟିଂ ମେସିନକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ହେଲ ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪), ଇସ୍ଥିଫାକ…