Odisha Link
Bridging the Missing Links in Odisha

କପିଲଙ୍କ ଶୋ’ ରୁ ବିଦାୟ ହେବେକି ଭାରତୀ!

ବମ୍ବେ: ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଶୋ’ରୁ ବିଦାୟ ନେଇ ପାରନ୍ତି କମେଡିଆନ ଭାରତୀ ସିଂହ। ଡ୍ରଗ୍ସ ମାମଲାରେ ତାଙ୍କ ନାଁ ଉଠିଲା ପରଠାରୁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ ନେଇ କୌଣସି ନିର୍ମାତାମାନେ ବିବାଦରେ ଛନ୍ଦି ହେବାକୁ ଇଚ୍ଛୁକ ନୁହନ୍ତି।

ସୋନି ଟିଭି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇସାରିଛି। ଅପରପକ୍ଷେ ହୋଷ୍ଟ କପିଲ ଶର୍ମା ଭାରତୀଙ୍କୁ କାଢ଼ିବାକୁ ଚାହୁଁ ନାହାନ୍ତି। ଏଭଳିସ୍ଥିତିରେ ନିର୍ମାତାମାନେ କି ପଦକ୍ଷେପ ନେବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Comments are closed.