Odisha Link
Bridging the Missing Links in Odisha
Browsing Tag

Bollywood actor

ନିର୍ବାଚନ ଋତୁରେ କଂଗ୍ରେସରେ ମିଶିଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ହାତ ସାଥେ ହାତ ମିଶାଇଲେ ଅଭିନେତା ମନୋଜ ମିଶ୍ର। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ଜଣାଶୁଣା ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ…

ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେବା ପରେ…

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅନେକ ସ୍ଥାନରେ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆ ଯାଇଛି। କିନ୍ତୁ ଅନେକ ଲୋକଙ୍କ ନିକଟରେ ପୁଣି କରୋନା ଲକ୍ଷଣ ଦେଖିବାକୁ ମିଳିଛି। ବଲିଉଡ ଅଭିନେତା ପରେଶ ରାୱଲ ପ୍ରଥମ ଡୋଜ୍ ନେଇଥିଲେ । କିନ୍ତୁ ସେ କରୋନା ସଂକ୍ରମିତ…

ପାକିସ୍ତାନୀ ଗାୟିକା ମିଶା ଶାଫିଙ୍କୁ ୩…

ନୂଆଦିଲ୍ଲୀ: ପାକିସ୍ତାନ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫିଙ୍କୁ ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ୨ ବର୍ଷ ପୂର୍ବରୁ ମିଶା ବଲିଉଡ଼ ଗାୟକ ତଥା ଅଭିନେତା ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ। ସେ ଅଲିଙ୍କ ବିରୋଧରେ ଅନଲାଇନ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଥିଲେ। ତେବେ ଗତ ବର୍ଷ…

ସମସ୍ତଙ୍କ ଆଗରେ ହାତ ଯୋଡିଲେ ଅଭିନେତା…

ମୁମ୍ବାଇ: କାର୍ ଉପରେ ଚଢ଼ି ସମସ୍ତଙ୍କ ଆଗରେ ହାତ ଯୋଡିଲେ ଅଭିନେତା ବରୁଣ ଧୱନ। ତାଙ୍କର ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋବାରେ ଲାଗିଛି। ଏହି ଘଟଣାଟି ହିମାଚଳ ପ୍ରଦେଶରେ ଘଟିଛି। ପୁରା ଘଟଣାଟି ହେଲା,ବରୁଣ ଧୱନ ସିନେମା ‘ଭେଡିଆ’ର ଶୁଟିଂ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ। ସେଠାରେ…

ନିଜର ପ୍ରିୟ ଅଭିନେତାର ସମର୍ଥନରେ ୨ ହଜାର…

ମୁମ୍ବାଇ: ନିଜର ପ୍ରିୟ ଅଭିନେତାର ସମର୍ଥନରେ ୧୦୦ କି ୨୦୦ ନୁହେଁ ଦୀର୍ଘ ୨ ହଜାର କିଲୋମିଟର ସାଇକେଲ ଚଳାଇଛନ୍ତି ଜଣେ ଜବରା ଫ୍ୟାନ୍। ସେ ହେଲେ ନାରାୟଣ ବ୍ୟାସ। ଅଭିନେତା ସୋନୁ ସୁଦଙ୍କ ହଉଛନ୍ତି ସେ ଜବରା ଫ୍ୟାନ। ତାଙ୍କ ସାମାଜିକ କାମକୁ ସମର୍ଥନ କରି ସେ ମହାରାଷ୍ଟ୍ରର ୱସିମରୁ ଦେଶର ଦକ୍ଷିଣ ଅଞ୍ଚଳକୁ…

ମହାପ୍ରଭୁଙ୍କୁ ଦର୍ଶନ କଲେ କଙ୍ଗନା

ପୁରୀ: ଆଜି ସକାଳୁ ପୁରୀରେ ପହଞ୍ଚିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍ । ସେ ‌ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ।…

ଆତ୍ମହତ୍ୟା କଲେ ବଲିଉଡ କଳାକାର ସନ୍ଦୀପ…

ମୁମ୍ବାଇ: ବଲିଉଡ଼ରେ ପୁଣି ଶୋକର ଛାୟା ଖେଳି ଯାଇଛି। କଳାକାର ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟର ଭିଡିଓ ପୋଷ୍ଟ କରିଛନ୍ତି। ସେ ଭିଡ଼ିଓରେ କହିଛନ୍ତି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସେ କିଭଳି ଅସୁବିଧାର…

ଅଭିନେତା ରାଜୀବ କପୁରଙ୍କ ପରଲୋକ

ମୁ୍ମ୍ବାଇ : ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା। ଚେମ୍ବୁର ସ୍ଥିତ ବାସଭବନରେ ରାଜୀବଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଦିନ ସକାଳ ସମୟରେ ରାଜୀବ…

ସିନେମା ‘ବଚନ ପାଣ୍ଡେ’ ଟିମ୍ ବିରୁଦ୍ଧରେ…

ଜୟପୁର : ବଲିଉଡ ସିନେମା ‘ବଚନ ପାଣ୍ଡେ’ ନାଁରେ ମାମଲା ରୁଜୁ। ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ପୁରା ଟିମ ବିରୋଧରେ କରୋନା ନିୟମ ଉଲ୍ଲଘଂନ କରିବାର ଅଭିଯୋଗ ହୋଇଛି । ଜୈସଲମେର ର ଜଣେ ବସିନ୍ଦା ପୁରା ଟିମ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁସାରେ, ଜୈସଲମେର ଭାସ୍କର…

ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀଙ୍କ…

ମୁମ୍ବାଇ : ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀର ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି ଦୀପିକା ପାଦୁକୋନ୍। ସେ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ସୂଚୀରେ ପୁଣିଥରେ ଟପ୍ କରିଛନ୍ତି। ଦୀପିକା ତାଙ୍କର ନିଖୁଣ ଅଭିନୟରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି। ସେ ଅନେକ ସିନେମାରେ ଚମତ୍କାର ଅଭିନୟ ପ୍ରଦର୍ଶନ…