Odisha Link
Bridging the Missing Links in Odisha

ପୁରୀ ଲୋକସଭା: କଂଗ୍ରେସ ପ୍ରାର୍ଥୀ ହେଲେ ଜୟ ନାରାୟଣ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ପୁରୀ ଲୋକସଭା ଆସନ ପାଇଁ ଜୟ ନରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପଟ୍ଟନାୟକ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏନେଇ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.