Odisha Link
Bridging the Missing Links in Odisha
Daily Archives

May 4, 2024

ପୁରୀ ଲୋକସଭା: କଂଗ୍ରେସ ପ୍ରାର୍ଥୀ ହେଲେ…

ଓଏଲ୍‌ ବ୍ୟୁରୋ: ପୁରୀ ଲୋକସଭା ଆସନ ପାଇଁ ଜୟ ନରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପଟ୍ଟନାୟକ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏନେଇ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି।

ନିମାପଡ଼ା: ବିଜେଡିରୁ ସାମୂହିକ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି। ବିଜେଡି ଟିକେଟ ଘୋଷଣା ହେବା ପରେ ନିମାପଡ଼ା ରାଜନୀତିରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର। ବିଜେଡି ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ଦିଲ୍ଲୀପ ନାୟକ ନିର୍ବାଚନୀ…

ଅଂଶୁଘାତରେ ଶିକାର ବିଜୟ ପଟ୍ଟନାୟକ, ଫେରି…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ଅସୁସ୍ଥ। ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଥିଲା। ଏଥିସହିତ ତାଙ୍କର ୟୁରିନ ଇନଫେକ୍ସନ ହୋଇଛି। ତେଣୁ ପ୍ରଚାର କାର୍ଯ୍ୟ ଛାଡ଼ି ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୧୭ ସାଂସଦ…

ଓଏଲ୍‌ ବ୍ୟୁରୋ: ମେ' ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଏଥିପାଇଁ ସାରା ରାଜ୍ୟରେ ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର…

ଓଡ଼ିଆ ଝିଅ ହେଲେ ଆଲିଗଡ଼ ମୁସଲିମ୍…

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶରେ ରହିଛି ଦେଶର ପ୍ରତିଷ୍ଠିତ ଆଲିଗଡ ମୁସଲିମ୍‌ ବିଶ୍ବବିଦ୍ୟାଳୟ। ଆଉ ସେହି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ନାଇମା ଖାତୁନ ଗୁଲରେଜ। କୁଳପତି ନିଯୁକ୍ତିରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟ ନିର୍ବାଚନ କମିଶନର।…

ଓଡ଼ିଶା ନିର୍ବାଚନ: ୪୦ ଜଣିଆ ଷ୍ଟାର…

ଭୁବନେଶ୍ବର: : ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ବିଜେଡି, ବିଜେପି ୪୦ ଜଣିଆ ଷ୍ଟାର…

ଭୁବନେଶ୍ବରରେ ମେ’ ୧୦ରେ ମୋଦିଙ୍କ…

ଓଏଲ୍‌ ବ୍ୟୁରୋ: ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା…

ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି:…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ, ହିଞ୍ଜିଳି ଓ ଶେରଗଡ଼ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆରମ୍ଭ କରିଛନ୍ତି ମାରାଥନ ପ୍ରଚାର। କୋରାପୁଟରେ ମୁଖ୍ୟମନ୍ତ୍ରୀ ନିଆରା ପ୍ରଚାର କରିଛନ୍ତି। କୋରାପୁଟ ସଭାରୁ ବିରୋଧୀଙ୍କ ଉପରେ ନବୀନ କରିଛନ୍ତି ଶାଣିତ…

ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ,…

ଓଏଲ୍‌ ବ୍ୟୁରୋ: ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ। ବିଜେପି ଟିକେଟ୍‌ ଆଶାୟୀ ଥିବା ଦେବାଶିଷ ନାୟକ ଟିକେଟ୍‌ ନପାଇବାରୁ ବିଜେପି ଛାଡ଼ି କଂଗ୍ରେସର ହାତ ଧରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ…

କାଲି ରାତିରେ ଓଡ଼ିଶା ଆସିବେ ନରେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ଜାରି ରହିଛି। ଏହି କ୍ରମରେ ଆାସନ୍ତାକାଲି ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଜେପି ଉପସଭାପତି ଗୋଲକ ମହାପାତ୍ର।…