Odisha Link
Bridging the Missing Links in Odisha
Browsing Tag

Loksabha

ଏକାଠି ନଜର ଆସିଲେ ମୋଦି-ରାହୁଲ, ହସିଲେ ଓ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ସାଂସଦ ଓମ୍‌ ବିର୍ଲା ଲଗାତାର ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଏକାଠି ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାଚସ୍ପତି ଆସନ ପର୍ଯ୍ୟନ୍ତ ଦୁଇ ନେତା ବାଚସ୍ପତି ଓମ୍‌…

ରାହୁଲ ଗାନ୍ଧୀଙ୍କୁ ଗୁରୁ ଦାୟିତ୍ବ,…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।…

ଲୋକସଭା ବାଚସ୍ପତି ନିର୍ବାଚନ: ଓମ୍‌…

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁନ୍ ୨୬ ତାରିଖରେ ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ। ଯେଉଁଥିପାଇଁ ଏବେଠୁ ଆରମ୍ଭ ହେଇଯାଇଛି ଚର୍ଚ୍ଚା ଆଲୋଚନା। ଏସବୁ ମଧ୍ୟରେ ବାଚସ୍ପତି ନିର୍ବାଚନ ପାଇଁ ଆଜି ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିଛି। ଓମ୍‌ ବିର୍ଲାଙ୍କ ନାମ ଘୋଷଣା କରିଛି ଏନଡିଏ।

ରାଜନାଥଙ୍କ ପରେ ସାଂସଦ ଭାବେ କାହିଁକି…

ଓଏଲ୍‌ ବ୍ୟୁରୋ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ସର୍ବ ପ୍ରଥମେ ଅଧିବେଶନର ପ୍ରଥମ ଦିନର ଆରମ୍ଭ ଜାତୀୟ ସଙ୍ଗୀତରୁ ହୋଇଛି। ଏହାପରେ ୧୭ତମ ଲୋକସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପସ୍ଥିତ ଥିବା ସାଂସଦ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ସଦସ୍ୟ…

ପୁରୀ ଲୋକସଭା: କଂଗ୍ରେସ ପ୍ରାର୍ଥୀ ହେଲେ…

ଓଏଲ୍‌ ବ୍ୟୁରୋ: ପୁରୀ ଲୋକସଭା ଆସନ ପାଇଁ ଜୟ ନରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପଟ୍ଟନାୟକ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏନେଇ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି।

ଆସିଲା ବିଜେଡି ୩ୟ ପର୍ଯ୍ୟାୟ ଲୋକସଭା…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଆଜି ୨୭ ଟି ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା…

ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ସପ୍ତାହ ବାକି ରହିଥିବା ବେଳେ ଆସିଛି ବଡ଼ ଖବର। ନିର୍ବାଚନ କମିଶନର ଅରୁଣ ଗୋଏଲ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଏଣିକି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ପାସ ହେଲା ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସରକାର ଆଣିଥିବା ବିଲ୍। Public Examinations (Prevention of Unfair Means) ବିଲ୍‌ ଆଜି ଲୋକସଭାରେ ପାରିତ ହେବା ପରେ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ ହେବ। ରାଜ୍ୟସଭାରେ ଏହା ପାରିତ ହୋଇଗଲେ ରାଷ୍ଟ୍ରପତି ଦୌପଦୀ…

ଭାରତର ଇତିହାସରେ ପ୍ରଥମ; ସଂସଦରେ ରେକର୍ଡ…

ଓଏଲ୍‌ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗ ପାଇଁ ହୁଲୁସ୍ତୁଲ ସଂସଦର ଉଭୟ ଗୃହ। ବାରମ୍ବାର ପ୍ରଶ୍ନ ଉଠାଇବା ବିରୋଧୀ ସାଂସଦଙ୍କ ପାଇଁ ହୋଇଛି ମହଙ୍ଗା।ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ…

ଓଡ଼ିଶାରୁ ଲଢ଼ିବା ଲାଗି BJPକୁ ସୁଯୋଗ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ରାଜନୀତିରେ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିବ ବଢ଼ ଲଢ଼େଇ। କାରଣ ୨୦୧୯ ନିର୍ବାଚନରେ ଦୂରେଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ଖାସ୍ କରି…