Odisha Link
Bridging the Missing Links in Odisha
Browsing Tag

Loksabha

ସଂସଦରେ ବିରୋଧିଙ୍କ ହଟ୍ଟଗୋଳ, କହିଲେ…

ନୂଆଦିଲ୍ଲୀ: ସଂସଦରେ ହଟ୍ଟଗୋଳ। ନାଗରିକତା ସଂଶୋଧନ ଆଇନ(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନଆାରସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ନେଇ ସୋମବାର ସଂସଦରେ ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। ରାଜ୍ୟସଭାରେ ଏହି ୩ଟି ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରିବା ସହିତ ସିଏଏକୁ ନିରସ୍ତ୍ର କରିବାକୁ…

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ…

ନୂଆଦିଲ୍ଲୀ: ଗତକାଲି ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ବିଲ୍‌ ପାରିତ ହୋଇଛି। ଏଥିସହିତ ପୁଣି ୬ମାସ ପରେ ସଂସଦରେ ଶୁଭିଲା ସଂସ୍କୃତ ଭାଷା। ପୁଣିଥରେ ସଂସ୍କୃତରେ ଅଜସ୍ବୀ ଭାଷଣ ଦେଇ କମ୍ପେଇଲେ ପୁରା ସଂସଦ। ଗତକାଲି ବାଲେଶ୍ବର ସାଂସଦ ତଥା ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜର ଭାଷଣରେ…

ଉତ୍ତରପୂର୍ବ ବନ୍ଦ

ନୂଆଦିଳ୍ଲୀ: ଗତକାଲି ମଧ୍ୟରାତ୍ରରେ ଲୋକସଭାରେ ପାରିତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍। ଏହି ବିଲ ବିରୋଧରେ ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ହୋଇଛି। ଆଜି ବନ୍ଦକୁ କଂଗ୍ରେସ, ଏଆଇୟୁଡିଏଫ, ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ, କୃଷକ ମୁକ୍ତି ସଂଗ୍ରାମ ସମିତି, ଅଲ…

ସିଏବି: କଂଗ୍ରେସର ସହଯୋଗୀ କେନ୍ଦ୍ର…

ନୂଆଦିଲ୍ଲୀ: ଗତକାଲି ରାତିରେ ଲୋକସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ୍‌(ସିଏବି)। ଗତକାଲି ମଧ୍ୟରାତ୍ରରେ ପାରିତ ହୋଇଥିବା ସିଏବି ସପକ୍ଷରେ ୩୧୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୮୦ ଖଣ୍ଡ ଭୋଟ ପଡ଼ିଥିଲା। ହେଲେ ବିଜେପି ଓ ଏନଡିଏକୁ ଛାଡ଼ପତ୍ର ଦେଇ ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ…

ନାଗରିକତା ସଂଶୋଧନ ବିଲ୍: ବିଜେଡିର…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍। ଲୋକସଭାରେ ଆଗତ କରିଥିଲେ ଗୃହ ମନ୍ତ୍ରୀ ଅମିତ ଶାହ। ପ୍ରଥମେ ବିଲକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ବିଲ୍‌ ଉପସ୍ଥାପନା ନେଇ ସଂସଦରେ ଭୋଟିଂ କରାଯାଇଥିଲା। ବିଲ୍‌ ଆଗତ ସମୟରେ ସଂସଦରେ ମୋଟ ୩୭୫ ସଦସ୍ୟ ଉପସ୍ଥିତ…

ଆଜି ଲୋକସଭାରେ ଆଗତ ହେବ ନାଗରିକତା…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍। ଗୃହମନ୍ତ୍ରୀ ଅମିତ୍ ଶାହା ସୋମବାର ଅପରାହ୍ଣରେ ଏହି ବିଲ୍‌କୁ ଆଗତ କରିବେ। ଏହା ପରେ ଏହି ବିଲ୍‌ ଉପରେ ଆଲୋଚନା କରାଯିବ। ଏହି ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା…

ସୋମବାର ଲୋକସଭାରେ ଆଗତ ହେବ ନାଗରିକ…

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନ ଲୋକସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ଏହି ବିଲରେ ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ…

କ୍ଷମା ମାଗିଲେ ପ୍ରଜ୍ଞା

ଭୁବନେଶ୍ବର : ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଲୋକ ସଭାରେ କ୍ଷମା ମାଗିଲେ । ନାଥୁରାମ ଗଡସେକୁ ଦେଶଭକ୍ତ କହିବାଥିବା ପ୍ରସଙ୍ଗକୁ ନେଇ କ୍ଷମା ମାଗିଲେ ପ୍ରଜ୍ଞା । ଏହି ପ୍ରସଙ୍ଗକୁ ନେଇ ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଚାପ ପରେ କ୍ଷମା ପ୍ରାର୍ଥନା କଲେ ପ୍ରଜ୍ଞା ।' ଯଦି ମୋ ବୟାନ ଦ୍ବାରା…

ମହାତ୍ମା ଗାନ୍ଧି ଦେଶର ପଥ ପ୍ରଦର୍ଶକ…

ନୂଆଦିଲ୍ଲୀ: ଲୋକସଭାରେ ଗଡସେଙ୍କୁ ନେଇ ଦେଖିବାକୁ ମିଳିଛି ତାତି। ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି ଯେଉଁ ଦର୍ଶନ କୁହେ, ତାହାକୁ ଭାରତୀୟ ଜନତା ପାର୍ଟି କଡ଼ା ଭାଷାରେ ନିନ୍ଦା କରୁଛି। ବିଜେପି ଏଭଳି ଦର୍ଶନକୁ କେବେ ସମର୍ଥନ କରେ ନାହିଁ ବୋଲି ଲୋକସଭାରେ କହିଛନ୍ତି…

ସଂସଦରୁ ନିଲମ୍ବିତ ହେଲେ ୨ କଂଗ୍ରେସ…

ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହରେ ଦେଖିବାକୁ ମିଳିଥିଲା ମହାରାଷ୍ଟ୍ର ରାଜନୀତି ତାତି। ଆଜି ଲୋକସଭାରେ ମହାରାଷ୍ଟ୍ରରେ ବିଜେପି କ୍ଷମତା ଦଖଲ କରିବା ଘଟଣାକୁ କେନ୍ଦ୍ର କରି ହଟ୍ଟଗୋଳ କରିଥିଲେ କଂଗ୍ରେସ ସାଂସଦ। ଲୋକସଭାରେ ହୋହାଲ୍ଲା କରୁଥିବା ଦୁଇ କଂଗ୍ରେସ ସାଂସଦ ଟିଏନ ପ୍ରତାପନ ଓ ହିବି ଇଡେନଙ୍କୁ ଆଜି…