Odisha Link
Bridging the Missing Links in Odisha
Daily Archives

August 8, 2020

ବିଜୁ ଜନତା ଦଳ ପକ୍ଷରୁ ଜାତୀୟ ଶିକ୍ଷା…

ଭୁବନେଶ୍ୱର: ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି – ୨୦୨୦ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହା କିପରି ଭାବରେ ସମଗ୍ର ଭାରତବର୍ଷ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ସେ ସମ୍ପର୍କରେ ବିଶଦ ତର୍ଜମାର ଆବଶ୍ୟକତା ରହିଛି। ନୂତନ ଶିକ୍ଷାନୀତିର ସକାରାତ୍ମକ ଓ ନକରାତ୍ମକ…

ଲାଭରେ ଚାଲୁଛି ଓଟିଡିସି: ଘରୋଇକରଣ ପାଇଁ…

ଭୁବନେଶ୍ବର: କରୋନା କାଳରେ ରାଜ୍ୟର ବିଭିନ୍ନ ଶିଳ୍ପ ବିପର୍ଯ୍ୟୟ ହୋଇପଡ଼ିଛି। ସେମଧ୍ୟରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ସବୁଠୁ ଅଧିକା ବିପର୍ଯ୍ୟସ୍ତ ହୋଇଛି। ଏହି କରୋନା କାଳରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବିଭାଗ ସଜାଡ଼ିବା ପରିବର୍ତ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଭାବନୀୟ କାର୍ଯ୍ୟ କରିବାକୁ ଯାଉଛି।…

ଭଲ ଖବର: ରାଜ୍ୟରେ ୩୦ ହଜାର ଟପିଲା…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ୩୦ ହଜାର ଡେଇଁଛି କରୋନା ଆକ୍ରାନ୍ତ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…

ସୁରେଶ ପୂଜାରୀଙ୍କୁ କରୋନା

ବରଗଡ଼: କରୋନା କବଳରେ ଆଜ ଜଣେ ନେତା। ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଖୋଦ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି ଯେ, କରୋନା ଭାଇରସ୍‌ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି I ଆଜି ରିପୋର୍ଟ…

ଭୁବନେଶ୍ବରରେ ଅଣାୟତ୍ତ କରୋନା: ଆଉ ୧୯୦…

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ କରୋନା ସଂକ୍ରମଣ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ବରରେ ୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ ୩୭୬୩ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ…

କରୋନା: କଟକରୁ ଆଉ ୭୬ ଆକ୍ରାନ୍ତ ଚିହ୍ନଟ

କଟକ: ରାଜ୍ୟରେ ଆଜି ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସମେଧ୍ୟରୁ କଟକ ଜିଲ୍ଲାରୁ ଆଜି ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି। କଟକ ସହରରେ ଚିହ୍ନଟ ହୋଇଥିବା ୭୬ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬୦ ଓ ସ୍ଥାନୀୟ…

ରାଜଘାଟରେ ମୋଦୀ: ରାଷ୍ଟ୍ରୀୟ ସ୍ବଚ୍ଛତା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏନେଇ ୨୦୧୭ ଏପ୍ରିଲ ୧୦ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ 'ସତ୍ୟାଗ୍ରହ'ର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ପିଏମ୍‌ ମୋଦୀ ଘୋଷଣା କରିଥିଲେ। ଏହି କେନ୍ଦ୍ର ସ୍ବଚ୍ଛ ଭାରତ ମିଶନ…

ଗଗନଯାନ ମିଶନ୍‌ରେ ଓଡ଼ିଆ ପୁଅ ନିଖିଳ ରଥ

ଭୁବନେଶ୍ବର: ଆଉ ଜଣେ ଓଡ଼ିଆ ପୁଅ ଚର୍ଚ୍ଚାରେ। ଓଡ଼ିଆ ପୁଅ ଓ୍ଵିଙ୍ଗ କମାଣ୍ଡର ନିଖିଲ ରଥ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ମହାକାଶ ମିଶନ ଗଗନଯାନରେ ସାମିଲ ହେବା ନିଶ୍ଚିତ ହୋଇଯାଇଛି। ୨୦୨୨ରେ ହେବାକୁ ଥିବା ଏହି ମିଶନ ପାଇଁ ଚୂଡ଼ାନ୍ତ କରାଯାଇଥିବା ୪ ଜଣ କ୍ରିଉ ସଦସ୍ୟଙ୍କ ନାମ ଘୋଷଣା…

ସୁସ୍ଥ ହେଲେ ଅଭିଷେକ

ମୁମ୍ବାଇ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅଧିକରୁ ଅଧିକା ହେବାରେ ଲାଗିଛି। ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୯ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି…

କୋଝିକୋଡ ବିମାନ ଦୁର୍ଘଟଣା: ମୃତକଙ୍କ…

କେରଳ: ଗତକାଲି ରାତି ୭ ଟା ୪୫ରେ କୋଝିକୋଡ ଏୟାରପୋର୍ଟରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨ ପାଇଲଟ୍‌ଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ…