Odisha Link
Bridging the Missing Links in Odisha
Daily Archives

August 8, 2020

ସୁଶାନ୍ତ ମୃତ୍ୟୁ ମାମଲା:ସୁପ୍ରିକୋର୍ଟରେ…

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି। ସିବିଆଇ ଓ ଇଡି ମିଳିତ ଭାବେ ଏହି ମାମଲାର ତଦନ୍ତ ଚଲାଇଛନ୍ତି। ମହାରାଷ୍ଟ୍ର ସରକାର ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି। ଏଥିସହିତ ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାରଙ୍କ…

ମାଛ ଚୋରଣୀଙ୍କ ଦାମୀ ଶାଢ଼ି ନିଶା!

ଭୁବନେଶ୍ବର: କରୋନା କାଳରେ ଲୁଟର ନୁଆ ଫଣ୍ଡା। ଜଣେ ମହିଳା ମନଇଚ୍ଛା ସପିଂ କଲେ ପରେ ବିଲ ଦେବା ବଦଳରେ ଧମକ ଦେଲେ। ଏପରିକି ଧରିବାକୁ ଚେଷ୍ଟା କଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ମଧ୍ୟ କହିଲେ। ଏଥିସହିତ ପାଖାପାଖୀ ୫୦ ହଜାର ଟଙ୍କାର ଜିନିଷ ନେଇ ଚମ୍ପଟ ମାରିଲେ ମହିଳା। ଏପରି ଘଟଣା ଘଟିଛି ରାଜଧାନୀର…

କରୋନା: ଆଜି ଆଉ ୧୨ ମୃତ, ମୋଟ ୨୫୯

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୨ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯ରେ ପହଁଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

CAG ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର…

ନୂଆଦିଲ୍ଲୀ: ଆଜି CAG ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଆୟୋଜିତ ଶପଥ…

ହୀରାକୁଦ: ଖୋଲିଲା ଆଉ ଏକ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଆଜି ଆଉ ଏକ ଗେଟ୍‌ ଖୋଲା ଯାଇଛି। ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ…

ଦେଶରେ କରୋନା: ଦିନକରେ ୬୧ ହଜାରରୁ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି କ୍ରମାଗତ ଭାବେଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨୦ ଲକ୍ଷ ୮୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ସକାଳୁ ଭୂକମ୍ପରେ ଥରିଲା ୨ ଜିଲ୍ଲା

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭୂକମ୍ପରେ ଥରିଲା ରାଜ୍ୟର ୨ ଜିଲ୍ଲା। ଆଜି ସକାଳୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼ କରାଯାଇଛି। ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡିରେ , ଏହାସହ ଗଜପତିର ମୋହନା, ଅଡ଼ବା,…