ଓଡ଼ିଶା ଆସିବ ବିଜୁ ବାବୁଙ୍କ ପ୍ରିୟ…
ଓଏଲ୍ ବ୍ୟୁରୋ : କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱରକୁ ଆସିବାକୁ ଯାଉଛି ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ। ତେବେ ଏହି ବିମାନବନ୍ଦରକୁ ଓଡ଼ିଶାକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଥିରେ ୪ଜଣ ଇଂଜିନିୟର ଡାକୋଟାର ଯନ୍ତ୍ରାଂଶ ଖୋଲୁଥିବା ଜଣା ପଡିଛି। ଡାକୋଟା ବିମାନକୁ ଓଡ଼ିଶାକୁ…