Odisha Link
Bridging the Missing Links in Odisha
Browsing Tag

Death

ପରଲୋକରେ ପଦ୍ମଶ୍ରୀ

ଓଏଲ୍‌ ବ୍ୟୁରୋ: ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୫ଟାରେ ଏସସିବିରେ ତାଙ୍କର ପରଲୋକ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଗତ ଦୁଇ ବର୍ଷ କମଳା ପୂଜାରୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଗରୁ ବହୁ ବାର କମଳା ପୂଜାରୀ…

ପରଲୋକରେ ପୂର୍ବତନ ମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ। ୯୩ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ । ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। ସେ କାକଟପୁର ଆସନରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଭୋଳା ବାବା ସତସଙ୍ଗରେ ବଡ଼ ଅଘଟଣ, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶର ହାଦରସ ଜିଲ୍ଲା ସିକନ୍ଦରାରାଓ ନିକଟରେ ବଡ଼ ଅଘଟଣ। ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ…

ପରଲୋକରେ ଟିମ୍‌ ଇଣ୍ଡିଆର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଆଜି ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲା ଭାରତ ଖେଳିବାକୁ ଥିବା ବେଳେ ଆସିଲା ଦୁଃଖଦ ଖବର। ପରଲୋକରେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଡେଭିଡ ଜନସନ୍‌। ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସେ ରହୁଥିବା କୋଠାର ଚତୁର୍ଥ ମହଲାରୁ ଡେଇଁପଡିଥିଲେ ଡେଭିଡ। ମୃତ୍ୟୁ ବେଳକୁ ତାଙ୍କୁ ୫୩…

ମୁକୁଳା ଡ୍ରେନ୍‌ ନେଲା ନାବାଳଙ୍କ ଜୀବନ,…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ମୁକୁଳା ଡ୍ରେନ୍‌ ନେଲା ନାବାଳକଙ୍କ ଜୀବନ। ମୁକୁଳା ଡ୍ରେନରେ ଭାସିଯାଇଥିବା ଶିଶୁର ମୃତ୍ୟୁ। ଡ୍ରେନରୁ ଉଦ୍ଧାର ହେବା ପରେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ଭର୍ତ୍ତି। କ୍ୟାପିଟାଲ ହସ୍ପିଟାଲରେ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର। ପ୍ରବଳ…

ଓଡ଼ିଶା: ଅଂଶୁଘାତରେ ଗଲାଣି ୪୧ ଜୀବନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ବାୟୁ ପହଁଞ୍ଚି ସାରିଥଲେ ସୁଦ୍ଧା ଏବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ସମଗ୍ର ଓଡ଼ିଶାରେ ମୌସୁମୀ ବାୟୁ ଛୁଇଁ ନଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)…

କଟକ: ବୋମା ନିଷ୍କ୍ରିୟ ବେଳେ ଅଘଟଣ,…

ଓଏଲ୍‌ ବ୍ୟୁରୋ: କଟକରୁ ଆସିଲା ଦୁଃଖଦ ଖବର। ଜବତ ବୋମା ନିଷ୍କ୍ରିୟ କଲା ବେଲେ ଫୁଟିଲା। ନିଷ୍କ୍ରିୟକାରୀ ପୁଲିସ୍‌ ଟିମରେ ଥିବା ଜଣେ ହାବିଲଦାର ମୃତ। ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା। ସୂଚନାଥାଉକି, କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ହୋଇଥିବା ବୋମା। ଆଜି…

କୁଏତ ଅଗ୍ନିକାଣ୍ଡ: ତିଗିରିଆ କରାଡପଲ୍ଲୀ…

ଓଏଲ୍‌ ବ୍ୟୁରୋ: କୁଏତ ଅଗ୍ନିକାଣ୍ଡ ଘଟଣାରେ ୪୯ ଜଣଙ୍କ ପ୍ରାଣହାନୀ ଘଟିଛି। ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। ସେ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ବୋଲି ସୂଚନା ରହିଛି। କରାଡପଲ୍ଲୀ ଗାଁର ୩୩ବର୍ଷୀୟ ମହମ୍ମଦ ଜହୁର କୁଏତରେ କାମ କରୁଥିଲେ। ଏକ…

ପରଲୋକରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ତା ପୂର୍ବରୁ ଆସିଛି ବଡ଼ ଖବର। ଭୁବନେଶ୍ୱର ୟୁନିଟ-୮ ଡେଲଟା ବ୍ରହ୍ମାକୁମାରୀ ଆଶ୍ରମ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା ଦୁଇ କାର୍‌ ମଝିରେ ଏକ ବାଇକ ଚାପି ହୋଇଯିବାରୁ…

ପରଲୋକରେ ରାମୋଜୀ ରାଓ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଫିଲ୍ମ ସିଟିର ବାଦଶାହା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓ। ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ରାମୋଜି ଗ୍ରୁପ୍‌ ଅଫ୍‌ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା…