ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ଲାଞ୍ଚ ନେଉଥିବା ସମୟରେ ଢେଙ୍କାନାଳର ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ହାତରେ ଧରିପଡିଛନ୍ତି।
ସୂଚନା ଅନୁସାରେ , ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ସେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଲକ୍ଷ୍ମଣ ଭିଜିଲାନ୍ସ…